ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୧୦ ତାରିଖ ୨୦୨୬ ମସିହା (ଗୁରୁବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- କୁଷ୍ଣପକ୍ଷ*
*ତିଥି- ଚତୁର୍ଦ୍ଦଶୀ ଦିବା ଘ୧୦/୩୫ ଗତେ ଅମାବାସ୍ୟା*
*ନକ୍ଷତ୍ର- ମଘା ଦିବା ଘ୦୨/୪୩ ଗତେ ପୂର୍ବା ଫା*
*ଚନ୍ଦ୍ର- ସିଂହ*
*ଯୋଗ- ସିଦ୍ଧି*
*କରଣ - ଶକୁନି*
*ସୌରମାସ- ସିଂହ ୨୫ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୭/୨୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୨୦
*ଯୋଗିନୀ ପଶ୍ଚିମେ ଦିବା ଘ୧୦/୩୫ ଗତେ ବାୟବ୍ୟେ*
*ତୁଳା ଓ କୁମ୍ଭ ରାଶିର ଘାତବାର*
*କର୍କଟ ଓ ମକର ରାଶିର ଘାତଚନ୍ଦ୍ର*
*ଅମାବାସ୍ୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ ବାରବେଳା- ଦିବା ଘ୦୨/୪୫ ଗତେ ଘ୦୫/୫୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୧/୦୨ ଗତେ ଘ୦୨/୪୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୧୪ ମଧ୍ୟେ ଓ ଘ୧୦/୨୫ ଗତେ ଘ୧୨/୪୭ ମଧ୍ୟେ
ଆଜି ବିରି ଦିବା ଘ୧୦/୩୫ ଗତେ ଆମିଷ ଭକ୍ଷଣ ନିଷେଧ