ମହିଳା ସଶକ୍ତିକରଣ ଦିଗରେ " ଶକ୍ତି ଅପା" ପ୍ରତି ଜିଲ୍ଲାରେ ୫ ଜଣ ଲେଖାଏଁ କାର୍ଯ୍ୟ କରିବେ...

Sep 3, 2026 - 14:50
 19
ମହିଳା ସଶକ୍ତିକରଣ ଦିଗରେ  " ଶକ୍ତି ଅପା" ପ୍ରତି ଜିଲ୍ଲାରେ ୫ ଜଣ ଲେଖାଏଁ କାର୍ଯ୍ୟ କରିବେ...

ପ୍ରତି ଜିଲ୍ଲାରେ ୫ ପ୍ରତିଷ୍ଠିତ ମହିଳାଙ୍କୁ ଶକ୍ତି ଅପା ଭାବେ ଚିହ୍ନଟ କରାଯିବ

ନୋଡାଲ ଡିଗ୍ରୀ କଲେଜ ପକ୍ଷରୁ ମନୋନୀତ କରାଯିବ ଶକ୍ତି ଅପା

ଉଚ୍ଚଶିକ୍ଷାନୁଷ୍ଠାନ ଛାତ୍ରୀଙ୍କ ପାଇଁ ରୋଲ୍ ମଡେଲ ଭାବେ କାମ କରିବେ

ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି

ଜିଲ୍ଲାପାଳ ଚାହିଁଲେ ଏହାକୁ ୧୦ ଜଣ ଯାଏଁ ବଢ଼ାଇ ପାରିବେ

ସେମାନେ ପ୍ରତି ୩ ମାସରେ ଥରେ ନିର୍ଦ୍ଧାରିତ କଲେଜ ପରିଦର୍ଶନ କରିବେ