ମିଶ୍ରଣ ପର୍ବରେ ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ...
ମିଶ୍ରଣ ପର୍ବରେ ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ...
ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ନୂଆପଡ଼ା ଏସ୍ଏସି ଚେୟାରମ୍ୟାନ ଆଦମ ଖାନ୍ ଙ୍କ ସହ ବହୁ ସଂଖ୍ୟକ କାଉନ୍ସିଲର ଓ ସଦସ୍ୟ ବିଜେଡି ଛାଡ଼ି ଆନୁଷ୍ଠାନିକଭାବେ ବିଜେପି ପରିବାରରେ ସାମିଲ୍ ହୋଇଛନ୍ତି।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିକାଶ ନୀତିରେ ପ୍ରେରିତ ହୋଇ ବିଜେପିରେ ସାମିଲ ହୋଇଥିବା ସମସ୍ତ ନେତୃବୃନ୍ଦଙ୍କୁ ସ୍ବାଗତ ଓ ଅଭିନନ୍ଦନ