ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୨୦ ତାରିଖ ୨୦୨୬ ମସିହା (ରବିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- ଶୁକ୍ଳପକ୍ଷ*
*ତିଥି- ନବମୀ ସନ୍ଧ୍ୟା ଘ୦୫/୩୪ ଗତେ ଦଶମୀ*
*ନକ୍ଷତ୍ର- ପୂର୍ବାଷାଢ଼। ରାତ୍ରି ଘ୦୫/୦୬ ଗତେ ଉତ୍ତରାଷାଢ଼।*
*ଚନ୍ଦ୍ର- ଧନୁ*
*ଯୋଗ- ସୌଭାଗ୍ୟ*
*କରଣ - କୌଳବ*
*ସୌରମାସ- କନ୍ୟା ୦୪ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୯/୨୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୩୦
*ଯୋଗିନୀ ପୂର୍ବେ ସନ୍ଧ୍ୟା ଘ୦୫/୩୪ ଗତେ ଉତ୍ତରେ*
*ମେଷ ରାଶିର ଘାତବାର*
*ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ଏକ ପାଦ ଓ ରାତ୍ରି ଘ ୦୫/୦୬ ଗତେ ଦ୍ଵୀପାଦ ପୁଷ୍କର ଦୋଷ*
କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୧୪ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୮ ଗତେ ଘ୦୮/୫୨ ମଧ୍ୟେ ଓ ଘ୦୧/୧୫ ଗତେ ଘ୦୩/୧୬ ମଧ୍ୟେ ଓ ରାତ୍ରି ଘ୦୮/୦୮ ଗତେ ଘ୦୯/୪୪ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୪ ଗତେ ଘ୦୪/୫୦ ମଧ୍ୟେ
ଅଦ୍ୟ ଲାଉ ସନ୍ଧ୍ୟା ଘ୦୫/୩୪ ଗତେ କଳମଶାଗ ଭକ୍ଷଣ ନିଷେଧ