ଆଜିର ଦିନ ଚର୍ଚ୍ଚା

Sep 23, 2026 - 08:23
 3

ଆଜିର ଦିନ ଚର୍ଚ୍ଚା 

ଆଜି ସେପ୍ଟେମ୍ବର ମାସ ୨୩ ତାରିଖ ୨୦୨୬ ମସିହା (ବୁଧବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- ଶୁକ୍ଳପକ୍ଷ*

*ତିଥି- ଦ୍ୱାଦଶୀ ରାତ୍ରି ଘ୧୦/୩୪ ଗତେ ତ୍ରୟୋଦଶୀ*

*ନକ୍ଷତ୍ର- ଶ୍ରବଣ। ଦିବା ଘ୦୯/୩୯ ଗତେ ଧନିଷ୍ଟା*

*ଚନ୍ଦ୍ର- ମକର ରାତ୍ରି ଘ୧୦/୨୫ ଗତେ କୁମ୍ଭ*

*ଯୋଗ- ସୁକର୍ମା*

*କରଣ - ବବ*

*ସୌରମାସ- କନ୍ୟା ୦୭ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୦/୨୧

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୪୧

*ଯୋଗିନୀ ନୈରୁତେ ରାତ୍ରି ଘ୧୦/୩୪ ଗତେ ଦକ୍ଷିଣେ*

*ମକର ରାଶିର ଘାତବାର*

*କର୍କଟ ରାଶି ର ଘାତଚନ୍ଦ୍ର*

*ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୃତେ ରାତ୍ରି ଘ୧୦/୩୪ ମଧ୍ୟେ ଏକପ।ଦ ପୁଷ୍କର ଦୋଷ*

କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୨ ମଧ୍ୟେ

ବାରବେଳା- ଦିବା ଘ୧୧/୪୦ ଗତେ ଘ୦୧/୧୩ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୮ ମଧ୍ୟେ ଓ ଘ୦୭/୧୭ ଗତେ ଘ୦୮/୦୪ ମଧ୍ୟେ ଓ ଘ୧୦/୨୭ ଗତେ ଘ୧୧/୩୯ ମଧ୍ୟେ ଓ ରାତ୍ରି ଘ୦୬/୨୮ ଗତେ ଘ୦୭/୧୮ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୨୯ ଗତେ ଘ୦୭/୧୬ମଧ୍ୟେ ଓ ଘ୦୧/୪୦ ଗତେ ଘ୦୪/୦୪ ମଧ୍ୟେ

ଆଜି ପୋଇ ଭକ୍ଷଣ ନିଷେଧ