ଆଜିର ଦିନ ଚର୍ଚ୍ଚା

Sep 19, 2026 - 08:28
 3

ଆଜିର ଦିନ ଚର୍ଚ୍ଚା

ଆଜି ସେପ୍ଟେମ୍ବର ମାସ ୧୯ ତାରିଖ ୨୦୨୬ ମସିହା (ଶନିବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- ଶୁକ୍ଳପକ୍ଷ*

*ତିଥି- ଅଷ୍ଟମୀ ଦିବା ଘ୦୩/୧୧ ଗତେ ନବମୀ*

*ନକ୍ଷତ୍ର- ମୂଳା ରାତ୍ରି ଘ୦୨/୧୩ ଗତେ ପୂର୍ବା ଷାଢ଼।*

*ଚନ୍ଦ୍ର- ଧନୁ*

*ଯୋଗ- ଆୟୁଷ୍ମ।ନ୍*

*କରଣ - ବବ*

*ସୌରମାସ- କନ୍ୟା ୦୩ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୩୯/୦୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୦୦

*ଯୋଗିନୀ ଐଶ।ନ୍ୟେ ଦିବା ଘ୦୩/୧୧ଗତେ ପୂର୍ବେ*

*ବୃଷ,ସିଂହ ଓ କନ୍ୟା ରାଶିର ଘାତବାର*

*ଅଷ୍ଟମୀ ର ଏକୋଦିଷ୍ଟ ଶ୍ରାଦ୍ଧ*

*ମୃତେ ଏକପାଦ ପୁଷ୍କର ଦୋଷ*

କାଳବେଳା -ଦିବା ଘ୦୭/୧୦ ମଧ୍ୟେ ଓ ଘ୦୪/୧୨ ଗତେ ଘ୦୫/୪୫ ମଧ୍ୟେ

ବାରବେଳା- ଦିବା ଘ୦୧/୧୦ ଗତେ ଘ୦୨/୪୪ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୫ ଗତେ ଘ୦୯/୩୯ ମଧ୍ୟେ ଓ ଘ୧୨/୦୧ ଗତେ ଘ୦୧/୧୯ ମଧ୍ୟେ ଓ ରାତ୍ରି ଘ୧୨/୫୮ ଗତେ ଘ୦୨/୩୪ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୩୬ ଗତେ ଘ୦୩/୧୯ ମଧ୍ୟେ

ଆଜି ନଡ଼ିଆ ଦିବା ଘ୦୩/୧୧ ଗତେ ଲାଉ ଭକ୍ଷଣ ନିଷେଧ