ମୁଖ୍ୟମନ୍ତ୍ରୀ Saraf Group President and CEO ର ଶ୍ରୀ ଶ୍ୟାମ କପୁରଙ୍କ ସହ ଏକ ନିବେଶକ ଆଲୋଚନା...
ମୁଖ୍ୟମନ୍ତ୍ରୀ Saraf Group President and CEO ର ଶ୍ରୀ ଶ୍ୟାମ କପୁରଙ୍କ ସହ ଏକ ନିବେଶକ ଆଲୋଚନା...
ଏଥିରେ ଓଡ଼ିଶାରେ ଉପଲବ୍ଧ ନୂଆ ନିବେଶ ସୁଯୋଗ ଏବଂ ବ୍ୟବସାୟିକ ସହଯୋଗର ସମ୍ଭାବନା ନେଇ ଆଲୋଚନା ହୋଇଥିଲା।
ମୁଖ୍ୟମନ୍ତ୍ରୀ ଓଡ଼ିଶାର ନିବେଶ ଅନୁକୂଳ ପରିବେଶ ଓ ବିକାଶଶୀଳ ଶିଳ୍ପ ଭିତ୍ତିଭୂମି ସମ୍ପର୍କରେ ଅବଗତ କରାଇଥିଲେ।
ଏ ଅବସରରେ ଶ୍ରୀ କପୁର ନିବେଶ ପାଇଁ ନିଜ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି