ଅନ୍ନଦାନ ସର୍ବ ଶ୍ରେଷ୍ଠ ଦାନ

Apr 22, 2024 - 16:56
 60
ଅନ୍ନଦାନ ସର୍ବ ଶ୍ରେଷ୍ଠ ଦାନ

ଅନ୍ନଦାନ ସର୍ବ ଶ୍ରେଷ୍ଠ ଦାନ

ତାହାର ତୁଳନା ନାହିଁ।

ଅନ୍ୟ କିଛି ଦାନରେ ହୁଏତ

କେହି କିଛି ସମୟ ପାଇଁ ଖୁସି ହୋଇ ପାରେ କିନ୍ତୁ ଅନ୍ନଦାନରେ ଯେଉଁ ଖୁସି ଶାନ୍ତି ଆନନ୍ଦ (ପ୍ରାପ୍ତ ବ୍ୟକ୍ତି) ପାଇଥାଏ, ତାହା ସ୍ୱର୍ଗୀୟ ତଥା ଆଧ୍ୟାତ୍ମିକ ଆଶୀର୍ବାଦର କାରଣ ବନିଥାଏ।