ଆଜିର ଦିନ ଚର୍ଚ୍ଚା

Sep 18, 2026 - 08:14
 3

ଆଜିର ଦିନ ଚର୍ଚ୍ଚା 

ଆଜି ସେପ୍ଟେମ୍ବର ମାସ ୧୮ ତାରିଖ ୨୦୨୬ ମସିହା (ଶୁକ୍ରବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- ଶୁକ୍ଳପକ୍ଷ*

*ତିଥି- ସପ୍ତମୀ ଦିବା ଘ୧୨/୪୦ ଗତେ ଅଷ୍ଟମୀ*

*ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ୧୧/୧୩ ଗତେ ମୂଳା*

*ଚନ୍ଦ୍ର-ବିଛା ଦିବା ଘ୧୧/୧୩ ଗତେ ଧନୁ*

*ଯୋଗ- ପ୍ରୀତି*

*କରଣ - ବାଣିଜ୍ୟ*

*ସୌରମାସ- କନ୍ୟା ୦୨ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୩୮/୪୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୩୦

*ଯୋଗିନୀ ବାୟବ୍ୟେ ଦିବା ଘ୧୨/୪୦ ଗତେ ଐଶ।ନ୍ୟେ*

*ବିଛା,ଧନୁ ଓ ମୀନ ରାଶିର ଘାତବାର*

*ସପ୍ତମୀ ର ଏକୋଦିଷ୍ଟ ଓ ଅଷ୍ଟମୀ ର ପାର୍ବଣ ଶ୍ରାଦ୍ଧ*

*ମୃତେ ଦିବା ଘ୧୨/୪୦ ମଧ୍ୟେ ଏକପାଦ ପୁଷ୍କର ଦୋଷ*

କାଳବେଳା ଓ ବାରବେଳା- ଦିବା ଘ୦୨/୪୦ ଗତେ ଘ୦୫/୪୫ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୭ ମଧ୍ୟେ ଓ ଘ୦୭/୧୫ ଗତେ ଘ୦୯/୪୦ ମଧ୍ୟେ ଓ ଘ୧୨/୦୧ ଗତେ ଘ୦୨/୩୯ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି 

ଆଜି ତାଳ ଦିବା ଘ୧୨/୪୦ ଗତେ ନଡ଼ିଆ ଭକ୍ଷଣ ନିଷେଧ