ଆଜିର ଦିନ ଚର୍ଚ୍ଚା

Oct 17, 2026 - 08:10
 9

ଆଜି ଅକ୍ଟୋବର ମାସ ୧୭ ତାରିଖ ୨୦୨୬ ମସିହା (ଶନିବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*ଆଶ୍ୱିନମାସ- ଶୁକ୍ଳପକ୍ଷ*

*ତିଥି- ଷଷ୍ଠୀ ପ୍ରାତଃ ଘ୦୫/୫୦ ଗତେ ସପ୍ତମୀ*

*ନକ୍ଷତ୍ର- ମୂଳା ଦିବା ଘ୧୦/୩୦ ଗତେ ପୂର୍ବାଷାଢା*

*ଚନ୍ଦ୍ର- ଧନୁ* 

*ଯୋଗ- ଅତିଗଣ୍ଡ*

*କରଣ - ତୈତିଳ*

*ସୌରମାସ- ତୁଳା ୦୧ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୬/୩୫

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୫୨

*ଯୋଗିନୀ ପଶ୍ଚିମେ ପ୍ରାତଃ ଘ୦୫/୫୦ ଗତେ ବାୟବ୍ୟେ*

*ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର*

*ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର*

*ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ଅଦ୍ୟ ସପ୍ତମୀ ପୂଜା ଓ ଗର୍ଭଣା ସଂକ୍ରାନ୍ତି*

*ମୃତେ ଏକ ପାଦ ଓ ପ୍ରାତଃ ଘ୦୫/୫୦ ଗତେ ଦ୍ଵିପାଦ ପୁଷ୍କର ଦୋଷ*

କାଳବେଳା -ଦିବା ଘ୦୭/୧୩ ମଧ୍ୟେ ଓ ଦିବା ଘ୦୩/୪୫ ଗତେ ଘ୦୫/୨୦ ମଧ୍ୟେ

ବାରବେଳା - ଦିବା ଘ୦୧/୦୦ ଗତେ ଘ୦୨/୨୭ ମଧ୍ୟେ 

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୧ ଗତେ ଘ୦୯/୪୫ ମଧ୍ୟେ ଓ ଘ୧୨/୧୦ ଗତେ ଘ୧୨/୫୯ ମଧ୍ୟେ ଓ ରାତ୍ରି ଘ୧୨/୩୦ ଗତେ ଘ୦୨/୦୯ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୧୦ ଗତେ ଘ୦୨/୫୬ ମଧ୍ୟେ

ଆଜି ତାଳ ଭକ୍ଷଣ ନିଷେଧ