ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୧୩ ତାରିଖ ୨୦୨୬ ମସିହା (ରବିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- ଶୁକ୍ଳପକ୍ଷ*
*ତିଥି- ଦ୍ୱିତୀୟା ଦିବା ଘ୦୬/୪୨ ଗତେ ତୃତୀୟା*
*ନକ୍ଷତ୍ର- ହସ୍ତା ଦିବା ଘ୦୧/୨୨ ଗତେ ଚିତ୍ରା*
*ଚନ୍ଦ୍ର- କନ୍ୟା ଦିବା ଘ୦୧/୪୫ ଗତେ ତୁଳା*
*ଯୋଗ- ଶୁକ୍ଲ*
*କରଣ - କୌଳବ*
*ସୌରମାସ- ସିଂହ ୨୮ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୮/୦୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୦୦
*ଯୋଗିନୀ ଉତ୍ତରେ ଦିବା ଘ୦୬/୪୨ ଗତେ ଅଗ୍ନିକୋଣେ*
*ମେଷ ରାଶିର ଘାତବାର*
*ବୃଷ ରାଶିର ଘାତଚନ୍ଦ୍ର*
*ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୧୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୬ ଗତେ ଘ୦୯/୩୮ ମଧ୍ୟେ ଓ ରାତ୍ରି ଘ୦୭/୨୬ ଗତେ ଘ୦୯/୦୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୨୬ ମଧ୍ୟେ ରାତ୍ରି ଘ୦୬/୩୫ ଗତେ ଘ୦୭/୨୫ ମଧ୍ୟେ
ଆଜି ପୋଟଳ ଭକ୍ଷଣ ନିଷେଧ