ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୨୦ ତାରିଖ ୨୦୨୬ ମସିହା (ମଙ୍ଗଳବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ନବମୀ ଦିବା ଘ୧୨/୩୬ ଗତେ ଦଶମୀ*
*ନକ୍ଷତ୍ର- ଶ୍ରବଣ। ଦିବା ଘ୦୬/୩୩ ଗତେ ଧନିଷ୍ଟା*
*ଚନ୍ଦ୍ର- ମକର*
*ଯୋଗ- ଶୁଳ*
*କରଣ - କୌକବ*
*ସୌରମାସ- ତୁଳା ୦୪ ଦିନ*
????ସୂର୍ୟୋଦୟ- ପ୍ରାତଃ ଘ୦୫/୪୭/୨୧
????ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/୩୨
*ଯୋଗିନୀ ପୂର୍ବେ ଦିବା ଘ୧୨/୩୬ ଗତେ ଉତ୍ତରେ*
*ସିଂହ ରାଶିର ଘାତଚନ୍ଦ୍ର*
*ମକର ରାଶି ର ଘାତବାର*
*ନବମୀ ର ଏକୋଦିଷ୍ଟ ଓ ଦଶମୀ ପାର୍ବଣ ଶ୍ରାଦ୍ଧ*
*ମୃତେ ଏକପାଦ ପୁଷ୍କର ଦୋଷ*
????କାଳବେଳା-ଦିବା ଘ୧୨/୫୫ ଗତେ ଘ୦୨/୨୩ ମଧ୍ୟେ
????ବାରବେଳା - ଦିବା ଘ୦୭/୧୧ ଗତେ ଘ୦୮/୪୦ ମଧ୍ୟେ
????ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୫ ମଧ୍ୟେ ଓ ଘ୦୮/୪୧ ଗତେ ଘ୧୧/୨୨ ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୮/୨୯ମଧ୍ୟେ
????ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୬/୦୩ ଗତେ ଘ୭/୩୯ମଧ୍ୟେ
ଆଜି ଲାଉ ଦିବା ଘ୧୨/୩୫ ଗତେ କଳମଶାଗ ଭକ୍ଷଣ ନିଷେଧ