ଆଜିର ଦିନ ଚର୍ଚ୍ଚା

Aug 30, 2026 - 08:47
 6

ଆଜିର ଦିନ ଚର୍ଚ୍ଚା 

ଆଜି ଅଗଷ୍ଟ ମାସ ୩୦ ତାରିଖ ୨୦୨୬ ମସିହା (ରବିବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- କୁଷ୍ଣପକ୍ଷ*

*ତିଥି- ଦ୍ୱିତୀୟା ଦିବା ଘ୦୯/୨୬ ଗତେ ତୃତୀୟା*

*ନକ୍ଷତ୍ର- ଉତ୍ତରଭାଦ୍ର ରାତ୍ରି ଘ୦୪/୧୬ ଗତେ ରେବତୀ*

*ଚନ୍ଦ୍ର- ମୀନ*

*ଯୋଗ- ଧୃତି*

*କରଣ - ଗର*

*ସୌରମାସ- ସିଂହ ୧୪ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୩୪/୩୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୩୨

*ଯୋଗିନୀ ଉତ୍ତରେ ଦିବା ଘ୦୯/୨୭ ଗତେ ଅଗ୍ନିକୋଣେ*

*ଧନୁରାଶିର ଘାତଚନ୍ଦ୍ର*

*ମେଷ ରାଶିର ଘାତବାର*

*ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୨୨ ମଧ୍ୟେ

 

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୪/୨୪ ଗତେ ଘ୦୯/୩୫ ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୦୯/୧୫ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୨୨ ମଧ୍ୟେ ଓ ରାତ୍ରି ଘ୦୬/୫୦ ଗତେ ଘ୦୭/୩୮ ମଧ୍ୟେ ଓ ଘ୧୨/୩୫ ଗତେ ଘ୦୩/୩୬ ମଧ୍ୟେ

ଅଦ୍ୟ ପୋଟଳ ଭକ୍ଷଣ ନିଷେଧ