ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୨୪ ତାରିଖ ୨୦୨୬ ମସିହା (ଶନିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ତ୍ରୟୋଦଶୀ ଦିବା ଘ୦୧/୨୫ ଗତେ ଚତୁର୍ଦ୍ଦଶୀ*
*ନକ୍ଷତ୍ର- ଉତ୍ତରଭାଦ୍ର ରାତ୍ରି ଘ୦୯/୦୩ଗତେ ରେବତୀ*
*ଚନ୍ଦ୍ର- ମୀନ*
*ଯୋଗ- ବ୍ୟାଘାତ*
*କରଣ - ତୈତିଳ*
*ସୌରମାସ- ତୁଳା ୦୮ ଦିନ*
????ସୂର୍ୟୋଦୟ- ପ୍ରାତଃ ଘ୦୫/୪୯/୦୮
????ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୨୪
*ଯୋଗିନୀ ଦକ୍ଷିଣେ ଦିବା ଘ୦୧/୨୫ ଗତେ ପଶ୍ଚିମେ*
*ଧନୁ ରାଶିର ଘାତଚନ୍ଦ୍ର*
*ବୃଷ,ସିଂହ ଓ କନ୍ୟା ର ଘାତବାର*
*ତ୍ରୟୋଦଶି ର ଏକୋଦିଷ୍ଟ ଓ ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ଏକପାଦ ପୁଷ୍କର ଦୋଷ*
????କାଳବେଳା-ଦିବା ଘ୦୭/୧୫ ଓ ଦିବା ଘ୦୩/୪୮ ଗତେ ଘ୦୫/୧୫ ମଧ୍ୟେ
????ବାରବେଳା - ଦିବା ଘ୧୨/୫୫ ଗତେ ଘ୦୨/୨୨ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୫ ଗତେ ଘ୦୯/୪୭ ମଧ୍ୟେ ଓ ଘ୧୨/୧୦ଗତେ ଘ୧୨/୫୪ ମଧ୍ୟେ ଓ ଘ୦୨/୨୨ଗତେ ଘ୦୩/୨୨ ମଧ୍ୟେ
????ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୦୪ଗତେ ଘ୦୨/୫୨ ମଧ୍ୟେ
????ବାଇଗଣ ଦିବା ଘ୦୧/୨୫ ଗତେ ବିରି ଭକ୍ଷଣ ନିଷେଧ