ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଅଦ୍ୟ ଅଗଷ୍ଟ ମାସ ୧୭ ତାରିଖ ୨୦୨୬ ମସିହା (ସୋମବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଶ୍ରାବଣମାସ- ଶୁକ୍ଳପକ୍ଷ*
*ତିଥି- ପଞ୍ଚମୀ ଦିବା ଘ୦୪/୧୩ ଗତେ ଷଷ୍ଠୀ*
*ନକ୍ଷତ୍ର- ଚିତ୍ରା ରାତ୍ରି ଘ୦୪/୫୮ ଗତେ ସ୍ୱାତୀ*
*ଚନ୍ଦ୍ର- କନ୍ୟା ଦିବା ଘ୦୪/୨୬ ଗତେ ତୁଳା*
*ଯୋଗ- ଶୁଭ*
*କରଣ - ବ।ଳବ*
*ସୌରମାସ- ସିଂହ ୦୧ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୧/୩୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୪୬
ଯୋଗିନୀ ଦକ୍ଷିଣେ ଦିବା ଘ୦୪/୧୩ ଗତେ ପଶ୍ଚିମେ
*ମିଥୁନ ରାଶିର ଘାତବାର*
*ବୃଷ ରାଶିର ଘାତଚନ୍ଦ୍ର*
*ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା-ଦିବା ଘ୦୭/୦୪ ଗତେ ଘ୦୮/୪୦ ମଧ୍ୟେ
ବାରବେଳା- ଦିବା ଘ୦୩/୦୦ ଗତେ ଘ୦୪/୦୭ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୫ ମଧ୍ୟେ ଓ ଘ୧୦/୧୯ ଗତେ ଘ୧୨/୪୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୮ ଗତେ ଘ୦୪/୪୩ ମଧ୍ୟେ
ଅଦ୍ୟ ବେଲ ଦିବା ଘ୦୪/୧୩ ଗତେ ନିମ୍ବ ଭକ୍ଷଣ ନିଷେଧ