ଆଜିର ଦିନ ଚର୍ଯ୍ୟା

Jul 29, 2026 - 07:31
 4

ଅଦ୍ୟ ଜୁଲାଇ ମାସ ୨୯ ତାରିଖ ୨୦୨୬ ମସିହା (ବୁଧବାର)

ଶକାବ୍ଦ -୧୯୪୮ 

ସମ୍ବତ -୨୦୮୩

ଦିଲ୍ଲୀସ୍ୱରାଦ୍ଧ-୧୪୩୩

ସମ୍ବତ୍ସର- ରୌଦ୍ର*

ଆଷାଢ଼ମାସ- ଶୁକ୍ଳପକ୍ଷ

ତିଥି- ପୁର୍ଣିମା ରାତ୍ରି ଘ୦୮/୧୪ ଗତେ ପ୍ରତିପଦ

ନକ୍ଷତ୍ର- ଉତ୍ତରାଷାଢା ଦିବା ଘ ୦୮/୩୦ ଗତେ ଶ୍ରବଣ।

ଚନ୍ଦ୍ର- ମକର 

ଯୋଗ- ପ୍ରିତି

କରଣ - ବିଷ୍ଟି

ସୌରମାସ- କର୍କଟ ୧୩ ଦିନ

ସୁର୍ୟୋଦୟ- ପ୍ରାତଃ ଘ୦୫/୨୫/୫୨

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୪୦

ଯୋଗିନୀ ବୟବ୍ୟେ ରାତ୍ରି ଘ୦୮/୧୪ ଗତେ ପୂର୍ବେ

ସିଂହ ରାଶିର ଘାତଚନ୍ଦ୍ର

କର୍କଟ ରାଶିର ଘାତବାର

ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୮ ମଧ୍ୟେ

ବାରବେଳା- ଦିବା ଘ୧୧/୫୨ ଗତେ ଘ୦୧/୩୦ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୭/୦୨ ମଧ୍ୟେ ଓ ରାତ୍ରି ଘ୦୭/୧୧ ଗତେ ଘ୦୯/୩୭ ମଧ୍ୟେ ରାତ୍ରି ଘ୦୨/୨୪ ଗତେ ଘ୦୫/୧୩ ମଧ୍ୟେ 

ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୫୧ ଗତେ ଘ୦୫/୨୫ ମଧ୍ୟେ ରାତ୍ରି ଘ୦୯/୩୮ ଗତେ ଘ୧୧/୧୩ ମଧ୍ୟେ 

ଅଦ୍ୟ ଆମିଷ ରାତ୍ରି ଘ୦୮/୧୪ ଗତେ ପାଣି କଖାରୁ ଭକ୍ଷଣ ନିଷେଧ

  ହରି ଓଁ ତତ୍ସତ