ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅଗଷ୍ଟ ମାସ ୨୩ ତାରିଖ ୨୦୨୬ ମସିହା (ରବିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଶ୍ରାବଣମାସ- ଶୁକ୍ଳପକ୍ଷ*
*ତିଥି- ଏକାଦଶୀ ରାତ୍ରି ଘ୦୪/୧୦ ଗତେ ଦ୍ୱାଦଶୀ*
*ନକ୍ଷତ୍ର- ମୂଳା ସନ୍ଧ୍ୟା ଘ୦୬/୦୨ ଗତେ ପୂର୍ବାଷାଢା*
*ଚନ୍ଦ୍ର- ଧନୁ*
*ଯୋଗ- ବିସ୍କୁମ୍ଭ୍*
*କରଣ - ବାଣିଜ୍ୟ*
*ସୌରମାସ- ସିଂହ ୦୭ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୨/୩୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୩୯
*ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୪/୧୦ ଗତେ ନିରୁତକୋଣେ*
*ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର*
*ମେଷ ରାଶିର ଘାତବାର*
*ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ଏକ ପାଦ ରାତ୍ରି ଘ୦୪/୧୦ ଗତେ ଦ୍ୱିପାଦ ପୁଷ୍କର ଦୋଷ*
କାଳବେଳା ଓ ବାରବେଳା- ଦିବା ଘ୧୦/୧୫ ଗତେ ଘ୦୧/୨୫ ମଧେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୩ ଗତେ ଘ୦୯/୩୪ ମଧ୍ୟେ ଓ ରାତ୍ରି ଘ୦୭/୪୨ ଗତେ ଘ୦୯/୧୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୨୨ ମଧ୍ୟେ ଓ ରାତ୍ରି ଘ୦୬/୫୩ ଗତେ ଘ୦୭/୪୩ ମଧ୍ୟେ
ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ*