ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଅଦ୍ୟ ଅଗଷ୍ଟ ମାସ ୦୬ ତାରିଖ ୨୦୨୬ ମସିହା (ଗୁରୁବାର)
ଶକାବ୍ଦ -୧୯୪୮
ସମ୍ବତ୍ -୨୦୮୩
ଦିଲ୍ଲୀଶ୍ବରାବ୍ଦ -୧୪୩୩
ସମ୍ବତ୍ସର- ରୌଦ୍ର
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ଅଷ୍ଟମୀ ରାତ୍ରି ଘ୦୭/୦୦ ଗତେ ନବମୀ
ନକ୍ଷତ୍ର- ଦ୍ୱିଜା ରାତ୍ରି ଘ୦୯/୦୦ ଗତେ କୁର୍ତ୍ତିକା
ଚନ୍ଦ୍ର-ମେଷ ରାତ୍ରି ଘ୦୨/୪୧
ଗତେ ବୃଷ
ଯୋଗ- ଗଣ୍ଡ
କରଣ - ବ।ଳବ
ସୌରମାସ- କର୍କଟ ୨୧ ଦିନ
ସୂର୍ୟୋଦୟ- ପ୍ରାତଃ ଘ୦୫/୨୭/୦୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୦୩
ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୭/୦୦ ଗତେ ପୂର୍ବେ
ବିଛା ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମୃତେ ରାତ୍ରି ଘ୦୯/୦୦ ଗତେ ଏକପାଦ ପୁଷ୍କର ଦୋଷ
କାଳବେଳା ଓ ବାରବେଳା- ଦିବା ଘ୦୩/୦୬ ଗତେ ଘ୦୬/୨୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା-ରାତ୍ରି ଘ୦୧/୩୦ ଗତେ ଘ୦୩/୫୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୦୪ ମଧ୍ୟେ ଓ ଘ୧୦/୧୬ ଗତେ ଘ୧୨/୪୦ ମଧ୍ୟେ
ଅଦ୍ୟ ନଡ଼ିଆ ରାତ୍ରି ଘ୦୭/୦୦ ଗତେ ଲାଉ ଭକ୍ଷଣ ନିଷେଧ