ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅଗଷ୍ଟ ମାସ ୨୪ ତାରିଖ ୨୦୨୬ ମସିହା (ସୋମବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଶ୍ରାବଣମାସ- ଶୁକ୍ଳପକ୍ଷ*
*ତିଥି- ଦ୍ୱାଦଶୀ*
*ନକ୍ଷତ୍ର- ପୂର୍ବାଷାଢା ରାତ୍ରି ଘ୦୯/୦୯ ଗତେ ଉତ୍ତରାଷାଢା*
*ଚନ୍ଦ୍ର- ଧନୁ ରାତ୍ରି ଘ୦୯/୦୯ ଗତେ ମକର*
*ଯୋଗ- ପ୍ରୀତି*
*କରଣ - ବବ*
*ସୌରମାସ- ସିଂହ ୦୮ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୩/୦୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୫୨
*ଯୋଗିନୀ ନିରୁତକୋଣେ*
*ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର*
*ମିଥୁନ ରାଶିର ଘାତବାର*
*ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ଏକ ପାଦ ରାତ୍ରି ଘ୦୯/୦୯ ଗତେ ଦ୍ୱିପାଦ ପୁଷ୍କର ଦୋଷ*
କାଳବେଳା-ଦିବା ଘ୦୭/୦୮ ଗତେ ଘ୦୮/୪୫ ମଧ୍ୟେ
ବାରବେଳା- ଦିବା ଘ୦୨/୫୫ ଗତେ ଘ୦୪/୩୩ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୬ ମଧ୍ୟେ ଓ ଘ୧୦/୨୦ ଗତେ ଘ୧୨/୪୬ ମଧ୍ୟେ ଓ ରାତ୍ରି ଘ୦୬/୫୫ ଗତେ ଘ୦୯/୨୦ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଅଦ୍ୟ ପୋଇ ଭକ୍ଷଣ ନିଷେଧ