ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅଗଷ୍ଟ ମାସ ୩୧ ତାରିଖ ୨୦୨୬ ମସିହା (ସୋମବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- କୁଷ୍ଣପକ୍ଷ*
*ତିଥି- ତୃତୀୟା ଦିବା ଘ୦୮/୪୩ ଗତେ ଚତୁର୍ଥୀ*
*ନକ୍ଷତ୍ର- ରେବତୀ ରାତ୍ରି ଘ୦୩/୫୬ ଗତେ ଅଶ୍ୱିନୀ*
*ଚନ୍ଦ୍ର- ମୀନରାତ୍ରି ଘ୦୩/୫୬ ଗତେ ମେଷ*
*ଯୋଗ- ଗଣ୍ଡ*
*କରଣ - ବିଷ୍ଟି*
*ସୌରମାସ- ସିଂହ ୧୫ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୪/୪୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୩୫
*ଯୋଗିନୀ ଅଗ୍ନିକୋଣେ ଦିବା ଘ୦୮/୪୩ ଗତେ ନୈରୁତେ*
*ଧନୁ ରାଶିର ଘାତଚନ୍ଦ୍ର*
*ମିଥୁନ ରାଶିର ଘାତବାର*
*ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା-ଦିବା ଘ୦୭/୦୫ ଗତେ ଘ୦୮/୪୦ ମଧ୍ୟେ
ବାରବେଳା- ଦିବା ଘ୦୨/୫୫ ଗତେ ଘ୦୪/୨୮ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୪ ମଧ୍ୟେ ଓ ଘ୧୦/୨୦ ଗତେ ଘ୧୨/୪୫ ମଧ୍ୟେ ରାତ୍ରି ଘ୦୬/୪୮ ଗତେ ଘ୦୯/୧୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୮ ଗତେ ଘ୦୪/୪୮ ମଧ୍ୟେ
ଅଦ୍ୟ ମୂଳା ଭକ୍ଷଣ ନିଷେଧ