ଆଜିର ଦିନ ଚର୍ଚ୍ଚା

Aug 8, 2026 - 08:28
 3

ଆଜିର ଦିନ ଚର୍ଚ୍ଚା 

ଅଦ୍ୟ ଅଗଷ୍ଟ ମାସ ୦୮ ତାରିଖ ୨୦୨୬ ମସିହା (ଶନିବାର)

ଶକାବ୍ଦ -୧୯୪୮

ସମ୍ବତ୍ -୨୦୮୩

ଦିଲ୍ଲୀଶ୍ବରାବ୍ଦ -୧୪୩୩

ସମ୍ବତ୍ସର- ରୌଦ୍ର

ଶ୍ରାବଣମାସ- କୃଷ୍ଣପକ୍ଷ

ତିଥି- ଦଶମୀ ଦିବା ଘ୦୨/୨୬ ଗତେ ଏକାଦଶୀ

ନକ୍ଷତ୍ର- ରୋହିଣୀ ଦିବା ଘ୦୫/୫୬ ଗତେ ମୃଗଶିରା

ଚନ୍ଦ୍ର-ବୃଷ ରାତ୍ରି ଘ୦୪/୫୫ ଗତେ ମିଥୁନ

ଯୋଗ- ଧୃବ

କରଣ - ବିଷ୍ଟି

ସୌରମାସ- କର୍କଟ ୨୩ ଦିନ

ସୂର୍ୟୋଦୟ- ପ୍ରାତଃ ଘ୦୫/୨୭/୨୨

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୦୩

ଯୋଗିନୀ ଉତ୍ତରେ ଦିବା ଘ୦୨/୨୬ ଗତେ ଅଗ୍ନିକୋଣେ

ବିଛା ରାଶିର ଘାତଚନ୍ଦ୍ର

ବୃଷ,ସିଂହ ଓ କନ୍ୟା ରାଶିର ଘାତବାର

ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଏକାଦଶୀ ର ପାର୍ବଣ ଶ୍ରାଦ୍ଧ

ମୃତେ ଏକପାଦ ପୁଷ୍କର ଦୋଷ

କାଳବେଳା-ଦିବା ଘ୦୭/୦୬ ମଧ୍ୟେ ଓ ଦିବା ଘ୦୪/୪୦ଗତେ ଘ୦୬/୧୮ ମଧ୍ୟେ

ବାରବେଳା- ଦିବା ଘ୦୧/୨୮ ଗତେ ଘ୦୩/୦୫ ମଧ୍ୟେ 

ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୯/୨୭ ଗତେ ଘ୧୨/୩୯ ମଧ୍ୟେ ଓ ରାତ୍ରି ଘ୦୮/୪୦ ଗତେ ଘ୧୧/୦୫ ମଧ୍ୟେ ଓ ରାତ୍ରି ଘ୧୨/୪୦ ଗତେ ଘ୦୨/୦୬ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି  

ଅଦ୍ୟ କଳମଶାଗ ଦିବା ଘ୦୨/୨୬ ଗତେ ଶିମ୍ବ ଭକ୍ଷଣ ନିଷେଧ