ଉନ୍ନୟନ କମିଶନରଙ୍କୁ ସାକ୍ଷାତ କଲେ ଦୃଷ୍ଟିହୀନ ମହିଳା ଟି-ଟ୍ରେଣ୍ଡି ବିଶ୍ୱକପ୍ ବିଜେତା ଦଳର ଓଡ଼ିଶା ଖେଳାଳି

Dec 12, 2025 - 21:09
 4
ଉନ୍ନୟନ କମିଶନରଙ୍କୁ ସାକ୍ଷାତ କଲେ ଦୃଷ୍ଟିହୀନ ମହିଳା ଟି-ଟ୍ରେଣ୍ଡି ବିଶ୍ୱକପ୍ ବିଜେତା ଦଳର ଓଡ଼ିଶା ଖେଳାଳି

6 ଦଳରେ ପ୍ରଥମ ଦୃଷ୍ଟିହୀନ ମହିଳା ଟି-ଟ୍ରେଣ୍ଟି ବିଶ୍ୱକପ୍ ବିଜେତା ଭାରତୀୟ ମହି ମହିଳା ଦୃଷ୍ଟିବାଧୂତ କ୍ରିକେ ଓଡ଼ଶାରୁ ପ୍ରତିନିଧୂତ୍ବ କରିଥିବା ୪ ଜଣ ଖେଳାଳୀ ଫୁଲ ସୋରେନ, ପାର୍ବତୀ ମାଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦା ଆଜି ଓଡ଼ିଶା ରାଜ୍ୟ ଉନ୍ନୟନ କମି କମିଶନର ତଥା ଅତିରିକ୍ତ ମୁଖ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଖେଳାଳିମାନେ ଅବିଶ୍ବସନୀୟ ତଥା ଉତ୍ତମ ଖେଳ ପ୍ରଦର୍ଶନ କରି ରାଜ୍ୟ ଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରିଥୁବାରୁ ନାରୁ ଉ ଉନ୍ନୟନ କମିଶନର ସେମାନଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଭବିଷ୍ୟତ କାମନା କରିଛନ୍ତି । ଖେଳାଳିମାନଙ୍କୁ ଭେଟି ସେ ଅତ୍ୟନ୍ତ ଆନନ୍ଦ ଅନୁଭବ ଭବ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।

ଖେଳା ଳାଳିମାନଙ୍କର ଉ ଉଲ୍ଲେଖନୀୟ ପ୍ରଦର୍ଶନରେ ହୋଇଥିବା ଐତିହାସିକ ବିଜୟ ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରତିଭାମାନଙ୍କୁ ଭାମାନଙ୍କୁ ପ୍ରେରଣା ଯୋଗାଇବା ସହିତ ସମସ୍ତ ଦିବ୍ଯାଙ୍ଗ ৩০° ମହିଳାମାନଙ୍କ ପାଇଁ ସେମାନେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଉନ୍ନୟନ କମିଶନର ପ୍ରକାଶ କରିଥିଲେ । ସେମାନଙ୍କର କୋଚ ଙ୍କୁ ମଧ୍ଯ ସେ ତାଙ୍କର ର କଠିନ ପରିଶ୍ରମ ଓ ଅବଦାନ ପାଇଁ ପ୍ରଶଂସା କରିଛନ୍ତି । ଏହି ଏହି ସାକ୍ଷାତକାର ସମୟ ମୟରେ ଜଳ ସଂପଦ ବିଭାଗର ଅତିରିକୁ ଶାସନ ସନ ସଚିବ ତଥ ତଥା ଓଡ଼ିଶା ଉଠା ଜଳସେ ନସେଚନ ନି ନିଗମର ପରିଚାଳନା ନିର୍ଦ୍ଦେଶିବ ର୍ଦ୍ଦେଶିକା ଶ୍ରୀମତୀ ମାନସୀ ନିମ୍ଭାଲ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି, ବିଶ୍ବକପ୍ ବିଜୟ ଲାଭ ପରେ ଓଡ଼ିଶାର ମାନ୍ୟବ ବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ନିଶାର ଏହି ଖେଳାଳିମାନଙ୍କୁ ସେମାନଙ୍କର ଉଚ୍ଚକୋଟୀର ଖେଳ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ, ପୁରସ୍କାର ସ୍ବରୂପ ପ୍ରତେ ପ୍ରତ୍ଯେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଚେକ୍ ଆକାରରେ ପ୍ରଦାନ ପୂର୍ବକ ସମ୍ବନ୍ଧିତ କରିଥିଲେ ।