କଟକରେ ଲେଜର ଲାଇଟ ଉପରେ ବ୍ୟାନ ଲଗାଇଲେ ହାଇକୋର୍ଟ...
କଟକରେ ଲେଜର ଲାଇଟ ଉପରେ ବ୍ୟାନ ଲଗାଇଲେ ହାଇକୋର୍ଟ...
କଟକ ସହରରେ ହୋଇ ପାରିବ ନାହିଁ ଲେଜର ଲାଇଟ ବ୍ୟବହାର ।
ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା ।
ରୋଷଣୀ ଆଦିରେ ଡିଜେ ବ୍ୟବହାର ନେଇ ମଧ୍ୟ ଲାଗିଲା କଟକଣା ।
ବିକଟାଳ ଶବ୍ଦ ଯୁକ୍ତ ଡିଜେ ବ୍ୟବହାର ହୋଇ ପାରିବ ନାହିଁ ।
୬୫ ଡେସିବିଲ ମଧ୍ୟରେ ରହିବ ଡିଜେ ସାଉଣ୍ଡ।
୬୫ ରୁ ଅଧିକ ହେଲେ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
କାର୍ଯ୍ୟାନୁଷ୍ଠାନ ନେବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।
କଟକ ସହର ସମସ୍ୟା ମାମଲାର ଶୁଣାଣିରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ।