ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୧୮ ତାରିଖ ୨୦୨୬ ମସିହା (ବୁଧବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*କାର୍ତ୍ତିକମାସ- ଶୁକ୍ଳପକ୍ଷ*
*ତିଥି- ନବମୀ*
*ନକ୍ଷତ୍ର- ଶତଭିଶା*
*ଚନ୍ଦ୍ର-କୁମ୍ଭ*
*ଯୋଗ- ଧ୍ରୁବ*
*କରଣ - ବ।ଳବ*
*ସୌରମାସ- ବିଛା ୦୩ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୬/୦୧/୫୬
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୧୫
*ଯୋଗିନୀ ପୂର୍ବେ*
*କର୍କଟ ରାଶିର ଘାତବାର*
*ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର*
*ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା-ଦିବା ଘ୦୮/୪୫ ଗତେ ଘ୧୦/୧୦ ମଧ୍ୟେ
ବାରବେଳା- ଦିବା ଘ୧୧/୩୪ ଗତେ ଘ୧୨/୫୮ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୦ ମଧ୍ୟେ ଓ ଘ୦୭/୩୮ ଗତେ ଘ୦୮/୨୬ ମଧ୍ୟେ ଓ ଘ୧୦/୫୦ ଗତେ ଘ୧୧/୩୩ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୫୧ ଗତେ ଘ୦୭/୩୭ ମଧ୍ୟେ ଦିବା ଘ୦୨/୦୧ ଗତେ ଘ୦୪/୨୫ ମଧ୍ୟେ
ଆଜି ଲାଉ ଭକ୍ଷଣ ନିଷେଧ