ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୧୫ ତାରିଖ ୨୦୨୬ ମସିହା (ରବିବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*କାର୍ତ୍ତିକମାସ- ଶୁକ୍ଳପକ୍ଷ*
*ତିଥି- ଷଷ୍ଠୀ ରାତ୍ରି ଘ୦୨/୦୧ ଗତେ ସପ୍ତମୀ*
*ନକ୍ଷତ୍ର- ଉତ୍ତରାଷାଢ଼ା ରାତ୍ରି ଘ୧୨/୧୪ ଗତେ ଶ୍ରବଣ।*
*ଚନ୍ଦ୍ର- ମକର*
*ଯୋଗ- ଶୁଳ*
*କରଣ - କୌଳବ*
*ସୌରମାସ- ତୁଳା ୩୦ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୫୯/୫୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୫୯
*ଯୋଗିନୀ ପଶ୍ଚିମେ ରାତ୍ରି ଘ୦୨/୦୦ ଗତେ ବାୟବ୍ୟେ*
*ମେଷ ରାଶିର ଘାତବାର*
*ସିଂହ ରାଶି ର ଘାତଚନ୍ଦ୍ର*
*ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୦୦ ମଧ୍ୟେ
ଆଜି ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୬ଗତେ ଘ୦୯/୧୧ ମଧ୍ୟେ ଓ ଘ୦୧/୦୦ ଗତେ ଘ୦୩/୩୪ମଧ୍ୟେ ରାତ୍ରି ଘ୦୭/୨୮ ଗତେ ଘ୦୯/୦୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୪ ଗତେ ଘ୦୫/୦୪ମଧ୍ୟେ
ଆଜି ନିମ୍ବ ଭକ୍ଷଣ ନିଷେଧ*