ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୧୭ ତାରିଖ ୨୦୨୬ ମସିହା (ମଙ୍ଗଳବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*କାର୍ତ୍ତିକମାସ- ଶୁକ୍ଳପକ୍ଷ*
*ତିଥି- ଅଷ୍ଟମୀ ଶେଷରାତ୍ରି ଘ୦୫/୫୫ ଗତେ ନବମୀ*
*ନକ୍ଷତ୍ର- ଧନିଷ୍ଟା ଶେଷରାତ୍ରି ଘ୦୫/୦୯ ଗତେ ଶତଭିଶା*
*ଚନ୍ଦ୍ର- ମକର ଦିବା ଘ୦୪/୦୭ ଗତେ କୁମ୍ଭ*
*ଯୋଗ- ବୃଦ୍ଧି*
*କରଣ - ବିଷ୍ଟି*
*ସୌରମାସ- ବିଛା ୦୨ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୬/୦୧/୧୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୩୫
*ଯୋଗିନୀ ଐଶ।ନ୍ୟେ ଶେଷରାତ୍ରି ଘ୦୫/୫୫ଗତେ ପୂର୍ବେ*
*ମକର ରାଶିର ଘାତବାର*
*ସିଂହ ରାଶି ର ଘାତଚନ୍ଦ୍ର*
*ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା-ଦିବା ଘ୧୨/୫୬ ଗତେ ଘ୦୨/୨୦ ମଧ୍ୟେ
ବାରବେଳା- ଦିବା ଘ୦୭/୨୪ ଗତେ ଘ୦୮/୫୦ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୮ ମଧ୍ୟେ ଓ ଘ୦୮/୫୧ ଗତେ ଘ୧୧/୩୬ ମଧ୍ୟେ ରାତ୍ରି ଘ୦୭/୩୦ ଗତେ ଘ୦୮/୧୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୬/୫୧ ଗତେ ଘ୦୭/୨୯ ମଧ୍ୟେ
ଆଜି ନଡ଼ିଆ ଭକ୍ଷଣ ନିଷେଧ