ପବିତ୍ର ନେତ୍ର ଉତ୍ସବ ରେ ଉତ୍କଳମଣି ଙ୍କ ତିରୋଧାନ ଦିଵସ...

Jul 14, 2026 - 22:16
 18
ପବିତ୍ର ନେତ୍ର ଉତ୍ସବ ରେ ଉତ୍କଳମଣି ଙ୍କ ତିରୋଧାନ ଦିଵସ...

ପବିତ୍ର ନେତ୍ର ଉତ୍ସବ ରେ ଉତ୍କଳମଣି ଙ୍କ ତିରୋଧାନ ଦିଵସ...

ବିଧାନସଭା ପରିସରରେ ସଚିବ ମାନନୀୟ ସତ୍ୟବ୍ରତ ରାଉତ୍ ଙ୍କ ନେତୃତ୍ୱରେ ଶ୍ରଦ୍ଧାଞ୍ଜଳୀକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମାନନୀୟ ବାଚସ୍ପତି, ମାନନୀୟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପୋଲିସ୍ କମିଶନର ଙ୍କ ସମେତ ବହୁ ବିଦ୍ୱାନ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। 

ପୂର୍ବତନ ମନ୍ତ୍ରୀ ସୁର ରlଉତରାୟ ଶାଶ୍ଵତୀ ଅନୁଷ୍ଠାନ ର ସଙ୍ଗୀତ ପରିବେଷଣ ଓ ଲେଖାକୁ ପସନ୍ଦ କରି ବେଶ୍ ପ୍ରଶଂସା କରିଥିଲେ।