ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୦୩ ତାରିଖ ୨୦୨୬ ମସିହା (ମଙ୍ଗଳବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*କାର୍ତ୍ତିକମାସ- କୃଷ୍ଣପକ୍ଷ*
*ତିଥି- ନବମୀ ଦିବା ଘ୧୨/୧୬ ଗତେ ଦଶମୀ*
*ନକ୍ଷତ୍ର- ମଘା ରାତ୍ରି ଘ୦୪/୨୦ ଗତେ ପୂର୍ବା ଫା*
*ଚନ୍ଦ୍ର- ସିଂହ*
*ଯୋଗ- ଶୁକ୍ଲ*
*କରଣ - ଗର*
*ସୌରମାସ- ତୁଳା ୧୮ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୫୩/୨୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୩୬
*ଯୋଗିନୀ ପୂର୍ବେ ଦିବା ଘ୧୨/୧୬ ଗତେ ଉତ୍ତରେ*
*ମକର ରାଶିର ର ଘାତବାର*
*କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର*
*ନବମୀ ର ଏକୋଦିଷ୍ଟ ଓ ଦଶମୀ ର ପାର୍ବଣ ଶ୍ରାଦ୍ଧ*
କାଳବେଳା -ଦିବା ଘ୧୨/୫୨ ଗତେ ଘ୦୨/୧୮ ମଧ୍ୟେ
ବାରବେଳା- ଦିବା ଘ୦୭/୧୫ ଗତେ ଘ୦୮/୪୧ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୦ ମଧ୍ୟେ ଓ ଘ୦୮/୪୨ ଗତେ ଘ୦୧/୨୮ ମଧ୍ୟେ ଓ ରାତ୍ରି ଘ୦୭/୩୫ ଗତେ ଘ୦୮/୨୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୬/୧୮ ଗତେ ଘ୦୭/୩୪ ମଧ୍ୟେ
ଆଜି ଲାଉ ଦିବା ଘ୧୨/୧୬ ଗତେ କଳମଶାଗ ଭକ୍ଷଣ ନିଷେଧ