ପୁଣି ଗଣତି ମଣତି ହେବ ରତ୍ନଭଣ୍ଡାର ଅଳଙ୍କାର...
ଆଜି ଓ ଆସନ୍ତାକାଲି ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି।
ଓଡ଼ିଶା ସରକାରଙ୍କ ବ୍ୟବସ୍ଥାବଳି ଅନୁଯାୟୀ ହେବ ଗଣତି।
ଏହି ଦୁଇ ଦିନ ଭିତରେ ଶେଷ ହୋଇପାରେ ଗଣତି କାର୍ଯ୍ୟ।
ବାକି ରହିଛି ଝୋବା କଣ୍ଠୀର ଗଣତି କାର୍ଯ୍ୟ।