ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୧୧ ତାରିଖ ୨୦୨୬ ମସିହା (ଶୁକ୍ରବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଭାଦ୍ରବମାସ- କୁଷ୍ଣପକ୍ଷ*
*ତିଥି- ଅମାବାସ୍ୟା ଦିବା ଘ୦୮/୪୭ ଗତେ ପ୍ରତିପଦ*
*ନକ୍ଷତ୍ର- ପୂର୍ବା ଫା ଦିବା ଘ୦୧/୪୩ ଗତେ ଉତ୍ତରାଫା*
*ଚନ୍ଦ୍ର- ସିଂହ ରାତ୍ରି ଘ୦୭/୪୧ ଗତେ କନ୍ୟା*
*ଯୋଗ- ସାଧ୍ୟ*
*କରଣ - ନାଗ*
*ସୌରମାସ- ସିଂହ ୨୬ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୭/୩୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୦୦
*ଯୋଗିନୀ ବାୟବ୍ୟେ ଦିବା ଘ୦୮/୪୭ ଗତେ ପୂର୍ବେ*
*ବିଛା ,ଧନୁ ଓ ମୀନ ରାଶିର ଘାତବାର*
*କର୍କଟ ଓ ମକର ରାଶିର ଘାତଚନ୍ଦ୍ର*
*ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୪୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୩ ମଧ୍ୟେ ଓ ଘ୦୮/୦୦ ଗତେ ଘ୦୮/୩୯ ମଧ୍ୟେ ଓ ଘ୧୨/୪୯ ଗତେ ଘ୦୨/୨୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୩୮ ଗତେ ଘ୧୧/୨୭ ମଧ୍ୟେ
ଆଜି ପାଣିକଖାରୁ ଭକ୍ଷଣ ନିଷେଧ