ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା

Mar 5, 2026 - 21:34
 2
ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା

ରାଜ୍ୟସଭା ନିର୍ବାଚନ ପାଇଁ ଆସାମ,- ଜୋଜେନ ମୋହନ, ତେରାଶ ଗୋୱାଲା ଏବଂ ପ୍ରମୋଦ ବୋରୋଙ୍କ ଏନଡିଏ ପ୍ରାର୍ଥୀ ହିସାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |

ବିଜେପି ଆସାମପ୍ରଦେଶ ଦିଲୀପ ସାଇକିଆ ହିମନ୍ତା ବିଶ୍ୱ ସରମା ସରବାନନ୍ଦ ସୋନୋୱାଲ ପିଜୁଶ ହଜାରିକା ଅଶୋକ ସିଙ୍ଗଲ ମଧ୍ୟ ସାଥିରେ ରହିଛନ୍ତି |