ଭାରତରେ ପ୍ରଥମ 'ଗ୍ରୀନ ବିଲଡିଂ' ଭାବରେ ଓଡ଼ିଶାର ଗୌରବ...
ଭାରତର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବିଲ୍ଡିଂ ମାନ୍ୟତା ମିଳିଛି।
ଭୁବନେଶ୍ୱରରେ ଥିବା ଲୋକଭଵନରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ଉତ୍ସବରେ ପ୍ରମାଣପତ୍ର ଦେଲେ ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍।
ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷାରେ ଉଲେଖନୀୟ ପଦକ୍ଷେପ ପାଇଁ ମିଳିଛି ପ୍ରମାଣପତ୍ର।