ଭ୍ୟାନ୍‌କୁ ପିଟିଲା ଟ୍ରକ୍ : ୧୬ ଜଣ ଆହାତ

ସୋର : ସୋର ଥାନା ବିନ୍ଦୁ ଛକ ନିକଟରେ ଭ୍ୟାନ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ଘଟଣା ସ୍ଥଳରେ ୧୬ ଜଣ ଛାତ୍ରଛାତ୍ରୀ ଆହାତ ହୋଇଛନ୍ତି । ଆହାତ ହୋଇଥିବା ୧୬ ଜଣ ଛାତ୍ରଛାତ୍ରୀ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଭ୍ୟାନରେ ଛାତ୍ରଛାତ୍ରୀ ଭୁବନେଶ୍ୱରରୁ ବାରିପଦା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

ଭ୍ୟାନ୍‌କୁ ପିଟିଲା ଟ୍ରକ୍ : ୧୬ ଜଣ ଆହାତ