ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬...
ପଞ୍ଜୀକରଣର ଶେଷ ତାରିଖ ୨୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି
ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ Odisha Mining Corporation Limited (OMC) ର ମିଳିତ ସହଯୋଗରେ ଆୟୋଜିତ ଏହି ମାରାଥନ୍ ଆସନ୍ତା ୧୩ ଡିସେମ୍ବର ୨୦୨୬ ରେ ପୁରୀଠାରେ ଅନୁଷ୍ଠିତ ହେବ।
ଏହା ଫିଟନେସ୍, କ୍ରୀଡ଼ା ଉତ୍କର୍ଷତା ତଥା ଓଡ଼ିଶାର ମନୋରମ ବେଳାଭୂମି ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ ଐତିହ୍ୟକୁ ଉତ୍ସବ ଭାବେ ପାଳନ କରିବାର ଏକ ଅନନ୍ୟ ପ୍ରୟାସ।
୪୨ କି.ମି. (42K), ୨୧ କି.ମି. (21K), ୧୦ କି.ମି. (10K) ଏବଂ ୫ କି.ମି. (5K) ବର୍ଗର ଦୌଡ଼ ସହ ମୋଟ ₹୧ କୋଟି ଟଙ୍କାର ଆକର୍ଷଣୀୟ ପୁରସ୍କାର ରାଶି (Prize Purse) ସହିତ, ଏହା ଆପଣଙ୍କ ପାଇଁ ଏକ ଅବିସ୍ମରଣୀୟ କ୍ରୀଡ଼ା ଅଭିଜ୍ଞତାର ଅଂଶ ହେବାର ସୁବର୍ଣ୍ଣ ସୁଯୋଗ।
????ମାରାଥନ୍ ତାରିଖ - ୧୩ ଡିସେମ୍ବର ୨୦୨୬
????ପଞ୍ଜୀକରଣର ବର୍ଦ୍ଧିତ ଶେଷ ତାରିଖ- ୨୧ ନଭେମ୍ବର ୨୦୨୬
ଏବେ ହିଁ ପଞ୍ଜୀକରଣ କରନ୍ତୁ: www.puricoastalmarathon.in