ମୋଦୀ ଓ ଟ୍ରମ୍ପ ସାମନା ସାମନି...
ମୋଦି-ଟ୍ରମ୍ପ୍ଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଆଲୋଚନା
ଏକ୍ସ’ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି
ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତି କ୍ଷେତ୍ରକୁ ନେଇ ଆଲୋଚନା
ଘନିଷ୍ଠ ସମ୍ପର୍କ ବଜାୟ ରଖିବାକୁ ସହମତ ନେଇ ସୂଚନା
ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିଷୟରେ ମଧ୍ୟ ମତ ବିନିମୟ
ବିଶ୍ୱ ଶାନ୍ତି ଓ ସୁରକ୍ଷାକୁ ଆଗକୁ ନେବା ପାଇଁ ପ୍ରୟାସ ନେଇ ସହମତି