ଶିଖ ଧର୍ମର ନବମ ଗୁରୁ 'ହିନ୍ଦ କି ଚାଦର' ଗୁରୁ ତେଗ ବାହାଦୂରଙ୍କ ୩୫୦ତମ ବଳିଦାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ଅମିତ ଶାହ

Nov 26, 2025 - 09:59
 4
ଶିଖ ଧର୍ମର ନବମ ଗୁରୁ 'ହିନ୍ଦ କି ଚାଦର' ଗୁରୁ ତେଗ ବାହାଦୂରଙ୍କ ୩୫୦ତମ ବଳିଦାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ଅମିତ ଶାହ

ଶିଖ ଧର୍ମର ନବମ ଗୁରୁ 'ହିନ୍ଦ କି ଚାଦର' ଗୁରୁ ତେଗ ବାହାଦୂରଙ୍କ ୩୫୦ତମ ବଳିଦାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ଅମିତ ଶାହ

ଗୁରୁ ତେଗ ବାହାଦୂର ଜୀ, ଗୋଟିଏ ଜୀବନକାଳ ମଧ୍ୟରେ, ଗଭୀର ଆଧ୍ୟାତ୍ମିକତାରେ ନିମଗ୍ନ ହୋଇଥିଲେ, ଧାର୍ମିକ ପ୍ରବଚନ ପ୍ରଦାନ କରିଥିଲେ, ଏବଂ ନିଷ୍ଠୁର ଆକ୍ରମଣକାରୀଙ୍କଠାରୁ ଆମର ସଂସ୍କୃତି ଏବଂ ବିଶ୍ବାସକୁ ମଧ୍ଯ ରକ୍ଷା କରିଥିଲେ

ଗୁରୁ ତେଗ ବାହାଦୂର ଜୀ କାଶ୍ମୀରୀ ପଣ୍ଡିତମାନଙ୍କ ପାଇଁ ଲଢ଼ିଥିଲେ, ଅତ୍ୟାଚାରୀ ମୋଗଲମାନଙ୍କୁ ଆହ୍ୱାନ କରିଥିଲେ ଏବଂ ଧର୍ମ ପାଇଁ ସବୁକିଛି ତ୍ୟାଗ କରିଥିଲେ

ସାହସିକତା, ସଂଯମ, ନିଃସ୍ବାର୍ଥପରତା ଏବଂ ଭକ୍ତିରେ ପରିପୂର୍ଣ ଗୁରୁ ସାହେବ ଜୀଙ୍କ ବଳିଦାନର କାହାଣୀକୁ ସ୍ମରଣ କରିବା ଆଜି ମଧ୍ୟ ଗର୍ବ ଏବଂ ଜାତୀୟ ସୁରକ୍ଷା ପାଇଁ ଏକ ନୂତନ ସଂକଳ୍ପରେ ହୃଦୟ ଭରିଥାଏ

କେନ୍ଦ୍ର ଗୃହ ହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ, ଶିଖ ଧର୍ମର ନବମ ଗୁରୁ, 'ହିନ୍ଦୀ କି ଚାଦର', ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ * ୩୫୦ତମ ବଳିଦାନ ଦିବସ ଅବସରରେ ସମ୍ମାନପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

'ଏକ୍ସ'ରେ ଏ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହା । କହିଛନ୍ତି, ଶିଖ ଧର୍ମର ନବମ ଗୁରୁ' ହିନ୍ଦ କି ଚାଦର' ଙ୍କ ୩୫୦ତମ ବଳିଦାନ ଦିବସରେ, ଗୁରୁ ତେଗ । ବାହାଦୂର ଜୀଙ୍କୁ ମୁଁ ପ୍ରଣାମ କରୁଛି ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

କେନ୍ଦ୍ର ଗୃହ ଗୃହମନ୍ତ୍ରୀ କହିଛନ୍ତି, ଗୁରୁ ତେଗ ବାହାଦୂର ଜୀ, ଗୋଟିଏ ଜୀବନକାଳ ମଧ୍ୟରେ, ଗଭୀର ଆଧ୍ୟାତ୍ମିକ ଅଭ୍ୟାସରେ ନିମଗ୍ନ ହୋଇଥିଲେ, ଧାର୍ମି ଧାର୍ମିକ ପ୍ରବଚନ ପ୍ରଦାନ କରିଥିଲେ ଏବଂ ନିଷ୍ଠୁର ଆକ୍ରମଣକାରୀଙ୍କଠାରୁ ଆମର ସଂସ୍କୃତି ଏବଂ ବିଶ୍ବାସକୁ ରକ୍ଷା କରିଥିଲେ। ସେ କାଶ୍ମୀରୀ ପଣ୍ଡିତମାନଙ୍କ ପାଇଁ ଲଢ଼ିଥିଲେ, ଅତ୍ୟାଚାରୀ ମୋଗଲମାନଙ୍କୁ ଆହ୍ଵାନ କରିଥିଲେ ଏବଂ ଧର୍ମ ପାଇଁ ସବୁକିଛି ତ୍ୟାଗ କରିଥିଲେ। ବୀରତ୍ଵ, ସଂଯମ, ନିଃସ୍ବାର୍ଥପରତା ଏବଂ ଭକ୍ତିରେ ପରିପୂର୍ଣ ଗୁରୁ ସାହେବ ଜୀଙ୍କ ବଳିଦାନର କାହାଣୀକୁ ସ୍ମରଣ କରିବା ଆଜି ମଧ୍ୟ ହୃଦୟକୁ ଗର୍ବରେ ଏବଂ ଜାତୀୟ ସୁରକ୍ଷା ପାଇଁ ଏକ ନୂତନ ସଂକଳ୍ପରେ ଭରିଥାଏ।