ସହରାଞ୍ଚଳର ନିଷ୍କାସିତ ଦୂଷିତ ପାଣିର ହେବ ପୁନଃ ବ୍ୟବହାର...

Apr 30, 2026 - 09:40
 7
ସହରାଞ୍ଚଳର ନିଷ୍କାସିତ ଦୂଷିତ ପାଣିର ହେବ ପୁନଃ ବ୍ୟବହାର...

ସହରାଞ୍ଚଳର ନିଷ୍କାସିତ ଦୂଷିତ ପାଣିର ହେବ ପୁନଃ ବ୍ୟବହାର...

ଡ୍ରେନ୍‌ ପାଣି ପୁନଃବ୍ୟବହାର କରିବାକୁ ଯୋଜନା କରୁଛି ନଗର ଉନ୍ନୟନ ବିଭାଗ। 

ଜଳସଙ୍କଟକୁ ଦୃଷ୍ଟିରେ ରଖି ଦୂଷିତ ପାଣିକୁ କରାଯିବ ଶୋଧନ

ନାଳ ନର୍ଦ୍ଦମାର ଦୂଷିତ ଜଳକୁ ବିଶୋଧନ କରାଯାଇ ବ୍ୟବହାର କରାଯିବ। 

ବିଶୋଧିତ ଜଳକୁ କୃଷି, ଅଗ୍ନିଶମ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯିବ।

ସହରାଞ୍ଚଳରେ ପୁଷ୍କରିଣୀ ପୁନରୁଦ୍ଧାର ହୋଇ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ସୂଚନା ଦେଲେ ମନ୍ତ୍ରୀ।

ପାଣିର ଘୋର ଅଭାବକୁ ଲକ୍ଷ୍ୟ ରଖି ଦୂଷିତ ପାଣିର ସୁ ବିନିଯୋଗ ପାଇଁ ମନ୍ତ୍ରୀଙ୍କ ପ୍ରୟାସ