ଆଜିର ଦିନ ଚର୍ଚ୍ଚା

Oct 8, 2026 - 07:33
 3

ଆଜି ଅକ୍ଟୋବର ମାସ ୦୮ ତାରିଖ ୨୦୨୬ ମସିହା (ଗୁରୁବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*ଆଶ୍ୱିନମାସ- କୃଷ୍ଣପକ୍ଷ*

*ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/୦୩ ଗତେ ଚତୁର୍ଦ୍ଦଶୀ*

*ନକ୍ଷତ୍ର- ପୂର୍ବା ଫା ରାତ୍ରି ଘ୦୯/୪୯ ଗତେ ଉତ୍ତରା ଫା*

*ଚନ୍ଦ୍ର- ସିଂହ ରାତ୍ରି ଘ୦୩/୪୭ ଗତେ କନ୍ୟା*

*ଯୋଗ- ଶୁକ୍ଳ*

*କରଣ - ଗର*

*ସୌରମାସ- କନ୍ୟା ୨୨ ଦିନ*

????ସୂର୍ୟୋଦୟ- ପ୍ରାତଃ ଘ୦୫/୪୩/୨୩

????ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୭/୨୨

*ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୦୩ ଗତେ ପଶ୍ଚିମେ*

*କର୍କଟ ଓ ମକର ରାଶିର ଘାତଚନ୍ଦ୍ର*

*ତୁଳା ଓ କୁମ୍ଭ ରାଶି ର ଘାତବାର*

*ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୃତେ ରାତ୍ରି ଘ୦୯/୪୯ ଗତେ ଏକ ପାଦ ପୁଷ୍କର ଦୋଷ*

????କାଳବେଳା ଓ ବାରବେଳା - ଦିବା ଘ୦୨/୩୧ ଗତେ ଘ୦୫/୨୮ ମଧ୍ୟେ

????ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୦ ମଧ୍ୟେ ଓ ଘ୦୧/୪୨ ଗତେ ଘ୦୨/୩୦ ମଧ୍ୟେ ଓ ଘ୦୬/୧୫ ଗତେ ଘ୦୯/୨୮ ମଧ୍ୟେ

????ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

????ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ