ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୨୦ ତାରିଖ ୨୦୨୬ ମସିହା (ଶୁକ୍ରବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*କାର୍ତ୍ତିକମାସ- ଶୁକ୍ଳପକ୍ଷ*
*ତିଥି- ଦଶମୀ ଦିବା ଘ ୦୭/୦୨ ଗତେ ଏକାଦଶୀ*
*ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ ୦୭/୨୬ ଗତେ ଉତ୍ତରଭାଦ୍ର*
*ଚନ୍ଦ୍ର- ମୀନ*
*ଯୋଗ- ହାର୍ଷଣ*
*କରଣ - ଗର*
*ସୌରମାସ- ବିଛା ୦୫ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୬/୦୩/୦୬
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୫୫
*ଯୋଗିନୀ ଉତ୍ତରେ ଦିବା ଘ ୦୭/୦୨ ଗତେ ଅଗ୍ନିକୋଣେ*
*ବିଛା,ଧନୁ ଓ ମୀନ ରାଶିର ଘାତବାର*
*ଧନୁ ରାଶି ର ଘାତଚନ୍ଦ୍ର*
*ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ ବାରବେଳା- ଦିବା ଘ୦୮/୪୭ ଗତେ ଘ୧୧/୩୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୦ ମଧ୍ୟେ ଓ ଘ୦୭/୩୯ ଗତେ ଘ୦୮/୪୬ ମଧ୍ୟେ ଓ ଘ୧୨/୨୭ ଗତେ ଘ୦୩/୪୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଆଜି ଶିମ୍ବ ଭକ୍ଷଣ ନିଷେଧ