ଆଜିର ଦିନ ଚର୍ଚ୍ଚା

Sep 25, 2026 - 07:48
 3

ଆଜିର ଦିନ ଚର୍ଚ୍ଚା 

ଆଜି ସେପ୍ଟେମ୍ବର ମାସ ୨୫ ତାରିଖ ୨୦୨୬ ମସିହା (ଶୁକ୍ରବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୩*

*ସମ୍ବତ୍ସର- ରୌଦ୍ର*

*ଭାଦ୍ରବମାସ- ଶୁକ୍ଳପକ୍ଷ*

*ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୧୦/୫୪ ଗତେ ପୂର୍ଣ୍ଣିମା*

*ନକ୍ଷତ୍ର- ଶତଭିଷା ଦିବା ଘ୧୧/୫୨ ଗତେ ପୂର୍ବଭ।ଦ୍ର*

*ଚନ୍ଦ୍ର- କୁମ୍ଭ*

*ଯୋଗ- ଶୁଳ*

*କରଣ - ଗର*

*ସୌରମାସ- କନ୍ୟା ୦୯ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୦/୩୪

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୩୧

*ଯୋଗିନୀ ପଶ୍ଚିମେ ରାତ୍ରି ଘ୧୦/୫୪ ଗତେ ନୟବ୍ୟେ*

*ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର*

*ବିଛା,ଧନୁ ଓ ମୀନ ରାଶି ର ଘାତବାର*

*ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୄତେ ଦିବା ଘ୧୧/୫୨ ଗତେ ଏକପାଦ ପୁଷ୍କରଦୋଷ*

କାଳବେଳା ଓ ବାରବେଳା - ଦିବା ଘ୦୮/୪୦ ଗତେ ଘ୧୦/୪୧ ମଧ୍ୟେ

 

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୭ ମଧ୍ୟେ ଓ ଘ୦୭/୧୫ ଗତେ ଘ୦୮/୩୯ ମଧ୍ୟେ ଓ ଘ୧୧/୪୨ ଗତେ ଘ୧୧/୪୧ ମଧ୍ୟେ ଓ ଘ୧୨/୦୪ଗତେ ଘ୦୩/୧୩ ମଧ୍ୟେ

 

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଆଜି ବିରି ଭକ୍ଷଣ ନିଷେଧ