ଆଜିର ଦିନ ଚର୍ଚ୍ଚା

Nov 22, 2026 - 21:23
 3

ଆଜି ନଭେମ୍ବର ମାସ ୨୨ ତାରିଖ ୨୦୨୬ ମସିହା (ରବିବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*କାର୍ତ୍ତିକମାସ- ଶୁକ୍ଳପକ୍ଷ*

*ତିଥି- ତ୍ରୟୋଦଶୀ ରାତ୍ରି ଘ ୦୨/୩୮ ଗତେ ଚତୁର୍ଦ୍ଦଶୀ*

*ନକ୍ଷତ୍ର- ରେବତୀ ପ୍ରାତଃ ଘ ୦୬/୨୭ ଗତେ ଅଶ୍ୱିନୀ*

*ଚନ୍ଦ୍ର- ମୀନ ପ୍ରାତଃ ଘ ୦୬/୨୭ ଗତେ ମେଷ*

*ଯୋଗ- ବ୍ୟତିପ।ତ*

*କରଣ - କୌଳବ*

*ସୌରମାସ- ବିଛା ୦୭ ଦିନ*

????ସୂର୍ୟୋଦୟ- ପ୍ରାତଃ ଘ୦୬/୦୪/୧୬

????ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫

*ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୨/୩୮ ଗତେ ପଶ୍ଚିମେ*

*ମେଷ ରାଶିର ଘାତବାର*

*ମେଷ ରାଶି ର ଘାତଚନ୍ଦ୍ର*

*ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

????କାଳବେଳା ଓ ବାରବେଳା- ଦିବା ଘ୧୦/୧୨ ଗତେ ଘ୧୨/୫୯ ମଧ୍ୟେ

????ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୦ ଗତେ ଘ୦୯/୧୬ ମଧ୍ୟେ ଓ ଘ୦୧/୦୦ ଗତେ ଘ୦୩/୩୯ ମଧ୍ୟେ ଓ ଘ୦୭/୨୭ ଗତେ ଘ୦୯/୦୦ ମଧ୍ୟେ

????ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୭ ଗତେ ଘ୦୫/୦୧ ମଧ୍ୟେ

ଆଜି ବାଇଗଣ ଭକ୍ଷଣ ନିଷେଧ