ଆଜିର ଦିନ ଚର୍ଚ୍ଚା

Nov 19, 2026 - 08:23
 4

ଆଜି ନଭେମ୍ବର ମାସ ୧୯ ତାରିଖ ୨୦୨୬ ମସିହା (ଗୁରୁବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*କାର୍ତ୍ତିକମାସ- ଶୁକ୍ଳପକ୍ଷ*

*ତିଥି- ନବମୀ ଦିବା ଘ ୦୬/୫୩ ଗତେ ଦଶମୀ*

*ନକ୍ଷତ୍ର- ଶତଭିଶା ଦିବା ଘ ୦୬/୪୨ ଗତେ ପୂର୍ବ ଭାଦ୍ର*

*ଚନ୍ଦ୍ର-କୁମ୍ଭ ରାତ୍ରି ଘ ୦୧/୧୯ ଗତେ ମୀନ*

*ଯୋଗ- ବ୍ୟାଘାତ*

*କରଣ - କୌଳବ*

*ସୌରମାସ- ବିଛା ୦୪ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୬/୦୨/୩୬

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୦୫

*ଯୋଗିନୀ ପୂର୍ବେ ଦିବା ଘ ୦୬/୫୩ ଗତେ ଉତ୍ତରେ*

*ତୁଳା ଓ କୁମ୍ଭ ରାଶିର ଘାତବାର*

*ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର*

*ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

କାଳବେଳା ଓ ବାରବେଳା- ଦିବା ଘ୦୨/୧୫ ଗତେ ଘ୦୫/୦୨ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୩୮ ମଧ୍ୟେ ଓ ରାତ୍ରି ଘ୦୫/୫୨ ଗତେ ଘ୦୯/୦୪ ମଧ୍ୟେ ଓ ଘ୧୧/୨୯ ଗତେ ଘ୦୨/୪୦ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଆଜି କଳମ ଶାଗ ଭକ୍ଷଣ ନିଷେଧ