ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅଗଷ୍ଟ ମାସ ୨୦ ତାରିଖ ୨୦୨୬ ମସିହା (ଗୁରୁବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଶ୍ରାବଣମାସ- ଶୁକ୍ଳପକ୍ଷ*
*ତିଥି- ଅଷ୍ଟମୀ ରାତ୍ରି ଘ୦୮/୪୪ ଗତେ ନବମୀ*
*ନକ୍ଷତ୍ର- ବିଶାଖା ଦିବା ଘ୦୯/୧୯ ଗତେ ଅନୁରାଧା*
*ଚନ୍ଦ୍ର- ବିଛା*
*ଯୋଗ- ଇନ୍ଦ୍ର*
*କରଣ - ବିଷ୍ଟି*
*ସୌରମାସ- ସିଂହ ୦୪ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୧/୫୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୫୨
*ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୦୮/୪୪ ଗତେ ପୂର୍ବେ*
*ତୁଳା ଓ କୁମ୍ଭ ରାଶିର ଘାତବାର*
*ମୃତେ ଦିବା ଘ୦୯/୧୯ ଗତେ ଏକପାଦ ପୁଷ୍କର ଦୋଷ*
*ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ ବାରବେଳା- ଦିବା ଘ୦୨/୫୮ ଗତେ ଘ୦୬/୧୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୧/୨୨ ଗତେ ଘ୦୩/୪୫ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୦୭ ମଧ୍ୟେ ଓ ଘ୧୦/୨୦ ଗତେ ଘ୧୨/୪୪ ମଧ୍ୟେ
ଅଦ୍ୟ ନଡ଼ିଆ ରାତ୍ରି ଘ୦୮/୪୪ ଗତେ ଲାଉ ଭକ୍ଷଣ ନିଷେଧ*