ଆଜିର ଦିନ ଚର୍ଚ୍ଚା

Oct 1, 2026 - 08:45
 5

ଆଜିର ଦିନ ଚର୍ଚ୍ଚା 

ଆଜି ଅକ୍ଟୋବର ମାସ ୦୧ ତାରିଖ ୨୦୨୬ ମସିହା (ଗୁରୁବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*ଆଶ୍ୱିନମାସ- କୃଷ୍ଣପକ୍ଷ*

*ତିଥି- ପଞ୍ଚମୀ ଦିବା ଘ୦୧/୦୦ ଗତେ ଷଷ୍ଠୀ*

*ନକ୍ଷତ୍ର- କୃତ୍ତିକା ଦିବା ଘ୦୭/୦୩ ଗତେ ରୋହିଣୀ*

*ଚନ୍ଦ୍ର- ବୃଷ*

*ଯୋଗ- ଅସୃକ୍*

*କରଣ - ତୈତିଳ*

*ସୌରମାସ- କନ୍ୟା ୧୫ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୨/୦୩

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୧୨

*ଯୋଗିନୀ ଦକ୍ଷିଣେ ଦିବା ଘ୦୧/୦୧ ଗତେ ପଶ୍ଚିମେ*

*ବିଛା ରାଶିର ଘାତଚନ୍ଦ୍ର*

*ତୁଳା ଓ କୁମ୍ଭ ରାଶି ର ଘାତବାର*

*ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୄତେ ଦିବା ଘ୦୭/୦୩ ମଧ୍ୟେ ଏକପାଦ ପୁଷ୍କରଦୋଷ*

କାଳବେଳା ଓ ବାରବେଳା - ଦିବା ଘ୦୨/୩୪ ଗତେ ଘ୦୫/୩୫ ମଧ୍ୟେ

 

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୭ ମଧ୍ୟେ ଓ ଘ୦୧/୩୯ ଗତେ ଘ୦୨/୩୩ ମଧ୍ୟେ ଓ ରାତ୍ରି ଘ୦୬/୨୦ ଗତେ ଘ୦୯/୩୪ ମଧ୍ୟେ

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ବେଲ ଦିବା ଘ୦୧/୦୧ ଗତେ ନିମ୍ବ ଭକ୍ଷଣ ନିଷେଧ