ଆଜିର ଦିନ ଚର୍ଯ୍ୟା
ଆଜିର ଦିନ ଚର୍ଯ୍ୟା
ଅଦ୍ୟ ଜୁଲାଇ ମାସ ୩୧ ତାରିଖ ୨୦୨୬ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୮
ସମ୍ବତ୍ -୨୦୮୩
ଦିଲ୍ଲୀଶ୍ବରାବ୍ଦ -୧୪୩୩
ସମ୍ବତ୍ସର- ରୌଦ୍ର
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ଦ୍ୱିତୀୟା ରାତ୍ରି ଘ୧୦/୩୦ ଗତେ ତୃତୀୟା
ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ ୦୮/୦୮ ଗତେ ଶତଭିଷା
ଚନ୍ଦ୍ର- ମକର ଦିବା ଘ ୦୭/୨୨ ଗତେ କୁମ୍ଭ
ଯୋଗ- ସୌଭାଗ୍ୟ
କରଣ - ତୈତିଳ
ସୌରମାସ- କର୍କଟ ୧୫ ଦିନ
ସୂର୍ୟୋଦୟ- ପ୍ରାତଃ ଘ୦୫/୨୬/୩୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୪୦
ଯୋଗିନୀ ଉତ୍ତରେ ରାତ୍ରି ଘ୧୦/୩୦ ଗତେ ଅଗ୍ନିକୋଣେ
ସିଂହ ରାଶିର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶିର
ଘାତବାର
ଦ୍ୱିତୀୟା ର ଏକୋଦିଷ୍ଟ
ପାର୍ବଣ ଶ୍ରାଦ୍ଧ
ମୃତେ ରାତ୍ରି ଘ୧୦/୩୦ ମଧ୍ୟେ ଏକପାଦ ପୁଷ୍କର ଦୋଷ
କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୫୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୭/୦୨ ମଧ୍ୟେ ଓ ଘ୦୭/୫୦ ଗତେ ଘ୦୮/୩୮ ମଧ୍ୟେ ଓ ଘ୧୨/୩୮ ଗତେ ଘ୦୨/୧୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୧/୦୪ ଗତେ ଘ୧୧/୫୮ ମଧ୍ୟେ
ଅଦ୍ୟ ବୋଇତିକଖାରୁ ରାତ୍ରି ଘ୧୦/୩୦ ଗତେ ପୋଟଳ ଭକ୍ଷଣ ନିଷେଧ*