ଆଜିର ଦିନ ଚର୍ଯ୍ୟା
ଦିନ ଚର୍ଯ୍ୟା
ଅଦ୍ୟ ଜୁଲାଇ ମାସ ୩୦ ତାରିଖ ୨୦୨୬ ମସିହା (ଗୁରୁବାର)
ଶକାବ୍ଦ -୧୯୪୮
ସମ୍ବତ -୨୦୮୩
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର- ରୌଦ୍ର
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ପ୍ରତିପଦ ରାତ୍ରି ଘ୦୯/୩୪ ଗତେ ଦ୍ୱିତୀୟା
ନକ୍ଷତ୍ର- ଶ୍ରବଣ। ସନ୍ଧ୍ୟା ଘ ୦୬/୩୨ ଗତେ ଧନିଷ୍ଟା
ଚନ୍ଦ୍ର- ମକର
ଯୋଗ- ଆୟୁଷ୍ମ।ନ୍
କରଣ - ବାଳବ
ସୌରମାସ- କର୍କଟ ୧୪ ଦିନ
ସୁର୍ୟୋଦୟ- ପ୍ରାତଃ ଘ୦୫/୨୬/୧୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୪୪
ଯୋଗିନୀ ପୂର୍ବେ ରାତ୍ରି ଘ୦୯/୩୪ ଗତେ ଉତ୍ତରେ
ସିଂହ ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କାଳବେଳା ଓ ବାରବେଳା- ଦିବା ଘ୦୩/୦୫ ଗତେ ଘ୦୬/୨୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୧/୩୩ ଗତେ ଘ୦୩/୫୯ ମଧ୍ୟେ*
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୭/୦୨ ମଧ୍ୟେ ଓ ଘ୧୦/୧୫ ଗତେ ଘ୧୨/୩୮ ମଧ୍ୟେ*
ଅଦ୍ୟ ପାଣିକଖାରୁ ରାତ୍ରି ଘ୦୯/୩୪ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ*