ଆସନ୍ତୁ ଜାଣିବା 'ସନାତନୀ ଘଡି' ର ରହସ୍ୟ
*ଅତି ସୁନ୍ଦର, ସନାତନ ଘଡ଼ି*
12:00 ସ୍ଥାନରେ ଆଦିତ୍ୟ ଲେଖା ଅଛି – ଏହାର ଅର୍ଥ ହେଉଛି ସୂର୍ଯ୍ୟ ୧୨ ପ୍ରକାରର ହୋଇଥାନ୍ତି।
1:00 ସ୍ଥାନରେ ଈଶ୍ୱର ଲେଖା ଅଛି – ଏହାର ଅର୍ଥ, ଈଶ୍ୱର କେବଳ ଗୋଟିଏ। “ଏକୋ ବ୍ରହ୍ମ, ଦ୍ୱିତୀୟୋ ନାସ୍ତି।”
2:00 ସ୍ଥାନରେ
3:00 ସ୍ଥାନରେ ଅନାଦି ତତ୍ୱ ଥାଏ – ତାର ଅର୍ଥ, ଅନାଦି ତତ୍ୱ ପ୍ରକାର;
୧- ପରମାତ୍ମା ୨-ଜୀବାତ୍ମା ୩-ପ୍ରକୃତି
4:00 ସ୍ଥାନରେ ବେଦ ହୋଇଛି –
ବେଦ ୪ ପ୍ରକାର:
୧- ଋଗ୍ ବେଦ
୨- ଯର୍ଜ୍ଜୁର ବେଦ ୩- ସାମବେଦ
୪- ଅଥର୍ବ ବେଦ
5:00 ସ୍ଥାନରେ ମହାଭୂତ – ମହାଭୂତ ୫ ପ୍ରକାର:
ସତ୍ୱଗୁଣ, ରଜୋଗୁଣ, କର୍ମ, କାଳ, ସ୍ୱଭାବ।
6:00 ସ୍ଥାନରେ ଦର୍ଶନ – ଦର୍ଶନ ୬ ପ୍ରକାର:
ସାଂଖ୍ୟ, ଯୋଗ, ନ୍ୟାୟ, ବୈଶେଷିକ, ମୀମାଂସା, ବେଦାନ୍ତ।
7:00 ସ୍ଥାନରେ ଧାତୁ – ଶରୀରର ୭ଟି ଧାତୁ:
ରସ (ପ୍ଲାଜମା)
ରକ୍ତ (ରକ୍ତ)
ମାଂସ (ମାଂସପେଶୀ)
ମେଦ (ଚର୍ବି)
ଅସ୍ଥି (ହାଡ଼)
ମଜ୍ଜା (ବୋନ୍ ମ୍ୟାରୋ)
ଶୁକ୍ର (ପ୍ରଜନନୀୟ ତନ୍ତ୍ର)
8:00 ସ୍ଥାନରେ ଅଷ୍ଟାଙ୍ଗ ଯୋଗ – ଯୋଗର ୮ଟି ଅଙ୍ଗ:
)ଯମ, ୨)ନିୟମ, ୩)ଆସନ, ୪)ପ୍ରାଣାୟାମ, ୫)ପ୍ରତ୍ୟାହାର, ୬)ଧାରଣା, ୭)ଧ୍ୟାନ, ୮)ସମାଧି
9:00 ସ୍ଥାନରେ ଅଙ୍କ – ଅଙ୍କ ୯ଟି (୧-୯)
10:00 ସ୍ଥାନରେ ଦିଗ – ଦିଗ ୧୦ଟି ହୋଇଥାଏ।
11:00 ସ୍ଥାନରେ ଉପନିଷଦ – ଉପନିଷଦ ୧୧ ପ୍ରକାରର।
*????????????ହରି ହରି????????????*