ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୧୧ ତାରିଖ ୨୦୨୬ ମସିହା (ବୁଧବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*କାର୍ତ୍ତିକମାସ- ଶୁକ୍ଳପକ୍ଷ*
*ତିଥି- ଦ୍ୱିତୀୟା ଦିବା ଘ୦୩/୪୩ ଗତେ ତୃତୀୟା*
*ନକ୍ଷତ୍ର- ଅନୁରାଧା ଦିବା ଘ୧୨/୧୫ ଗତେ ଜ୍ୟେଷ୍ଠା*
*ଚନ୍ଦ୍ର- ବିଛା*
*ଯୋଗ- ଅତିଗଣ୍ଡ*
*କରଣ - କୌଳବ*
*ସୌରମାସ- ତୁଳା ୨୬ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୫୭/୩୬
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୫୬
*ଯୋଗିନୀ ଉତ୍ତରେ ଦିବା ଘ୦୩/୪୩ ଗତେ ଅଗ୍ନିକୋଣେ*
*କର୍କଟ ରାଶିର ଘାତବାର*
*ଦ୍ୱିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା -ଦିବା ଘ୦୮/୪୫ ଗତେ ଘ୧୦/୧୦ ମଧ୍ୟେ
ବାରବେଳା- ଦିବା ଘ୧୧/୩୦ ଗତେ ଘ୧୨/୫୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୪ ମଧ୍ୟେ ଓ ଘ୦୭/୩୨ ଗତେ ଘ୦୮/୨୦ ମଧ୍ୟେ ଓ ଘ୧୦/୪୨ ଗତେ ଘ୧୧/୨୯ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୪୫ ଗତେ ଘ୦୭/୩୧ ମଧ୍ୟେ ଓ ଘ୦୧/୫୭ ଗତେ ଘ୦୪/୨୦ ମଧ୍ୟେ
ଆଜି ବୋଇତିକଖାରୁ ଦିବା ଘ୦୩/୪୩ ଗତେ ପୋଟଳ ଭକ୍ଷଣ ନିଷେଧ