ପୁରୀ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ର ବରିଷ୍ଠ ସ୍ୱତନ୍ତ୍ର ଲୋକସମ୍ପର୍କ ଅଧିକାରୀ ଯଶସ୍ୱୀ ପୁରୁଷ ଶ୍ରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ସମ୍ବର୍ଦ୍ଧିତ।

Nov 14, 2026 - 17:45
 5
ପୁରୀ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ର ବରିଷ୍ଠ ସ୍ୱତନ୍ତ୍ର ଲୋକସମ୍ପର୍କ ଅଧିକାରୀ ଯଶସ୍ୱୀ ପୁରୁଷ ଶ୍ରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ସମ୍ବର୍ଦ୍ଧିତ।

ଆମ ଉତ୍କଳ ମାଟିର ଜଣେ ଦକ୍ଷ, ନିଷ୍ଠାପର, ନମ୍ର , ବିନୟୀ , ମାନବୀୟ ଆଚରଣ ଓ ଉଚ୍ଚାରଣ ର ଅନନ୍ୟ ବ୍ୟକ୍ତିତ୍ୱ, ମିଷ୍ଟଭାଷି, ମେଳାପି ,ସୁସଙ୍ଗଠକ , ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ, ସାହିତ୍ୟିକ, ତଥା ବିଦ୍ୱାନ ପୁରୁଷ, ବହୁ ସାମାଜିକ, ସାଂସ୍କୃତିକ ତଥା ଅଧ୍ୟାତ୍ମିକ ଅନୁଷ୍ଠାନର ସୁସଂଗଠକ, ସେ ଆମ ଜଗନ୍ନାଥ ଧାମ କୃତବିଦ୍ୟ ସନ୍ତାନ, ଆମ ମାଟି ଆମ ଭାଷା ଆମ ଜଗନ୍ନାଥ ସଂସ୍କୃତିର ପ୍ରଚାରକ, ଆମ ଅସ୍ମିତାର ମହା ନାୟକ l  

ଆମ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପତ୍ରିକା ସତ୍ୟମ୍ ଶିବମ ସୁନ୍ଦରମ୍ ପ୍ରକାଶନ ର ଯୁଗ୍ମ ସଂମ୍ପାଦକ, କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ର ଉପଦେଷ୍ଟା ,ସର୍ବୋପରି ଜଣେ ଅମାୟିକ ବ୍ୟକ୍ତିତ୍ୱ , ଦରଦୀ ହୃଦୟର ବନ୍ଧୁ, ଆମ ମାଟି ର ମହକ,ଉଚ୍ଚ କୋଟିର ମାନବବାଦୀ ମଣିଷ ପୁରୀ ଜଗନ୍ନାଥ ଧାମ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ର ବରିଷ୍ଠ ତଥା ନିଷ୍ଠାବାନ ସ୍ୱତନ୍ତ୍ର ଲୋକସମ୍ପର୍କ ଅଧିକାରୀ ଯଶସ୍ୱୀ ପୁରୁଷ ଶ୍ରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ଙ୍କୁ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ସତ୍ୟଂ ଶିବମ୍ ସୁନ୍ଦରମ୍ ଅନୁଷ୍ଠାନ, କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍, ଓଁ କାର ନାଥ ମିଶନ ଭୁବନେଶ୍ୱର ,ଭକ୍ତ କବି ଜୟଦେବ ସାଂସ୍କୃତିକ ପରିଷଦ କଟକ ପକ୍ଷରୁ ରାଜ୍ଯ ସ୍ତରୀୟ ସତ୍ୟମ୍ ସୁନ୍ଦରମ୍ ପ୍ରତିଭା ସମ୍ମାନ ସ୍ୱରୂପ ଉତ୍ତରୀୟ ,ପୁଷ୍ପଗୁଚ୍ଛ ଦେଇ ସମ୍ଭର୍ଦ୍ଧିତ କରାଯାଇଛି |

ସତ୍ୟମ୍ ଶିବମ ସୁନ୍ଦରମ୍ ପତ୍ରିକା ଓ ସାଂସ୍କୃତିକ ପରିଷଦର ମାନପତ୍ର ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ବଡ଼ଦାଣ୍ଡ ପରିସରରେ ଥିବା ପ୍ରୋଟୋକଲ କାର୍ଯ୍ୟାଳୟ ରେ ଏକ ସ୍ବତନ୍ତ୍ର ଭାବ ଓ ଭକ୍ତିର ପରିବେଶ ମଧ୍ୟରେ ପ୍ରଦାନ କରାଯାଇଛି।  

ଏହି ଅବସରରେ କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ସଭାପତି, ଓଁ କାର ନାଥ ମିଶନ ଭୁବନେଶ୍ୱର ଅଧ୍ୟକ୍ଷ, 

ଜୟଦେବ ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ତଥା ପତ୍ରିକା ପ୍ରକାଶନ ର ଏଡ଼ିଟର ବିଶିଷ୍ଟ ସ୍ତମ୍ଭକାର ଓ ସୁସାହିତ୍ୟିକ ଇଂଜିନିୟର ଜିତେନ କୁମାର ରାଉତରାୟ,, ଆମ ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ତଥା ପ୍ରାକ୍ତନ କ୍ୟାବିନେଟ୍ ମନ୍ତ୍ରୀ ବାଗ୍ମୀ ଡଃ ଅରବିନ୍ଦ ଢ଼ାଲି , ପତ୍ରିକାର ବିଶିଷ୍ଟ ଆଇନପରାମର୍ଶଦାତା ତଥା ଓଡିଶା ହାଇକୋର୍ଟ ର ବରିଷ୍ଠ ଅଧିବକ୍ତା ଶ୍ରୀ ବୁଦ୍ଧଦେବ ରାଉତରାୟ , 

ସୁସାହତ୍ୟିକ ତଥା ବରିଷ୍ଠ ଆଇନ ଉପଦେଷ୍ଟା ଵାଗ୍ମୀ ଶ୍ରୀ ସାରୋଜ କୁମାର ମିଶ୍ର, ପ୍ରସିଦ୍ଧ ଡାକ୍ତର ତଥା ସତ୍ୟଂ ଶିବମ ସୁନ୍ଦରମ୍ ପତ୍ରିକା ପ୍ରକାଶନ ର ସୌଜନ୍ୟ ସମ୍ପାଦକ ଓ ଜୟ ଦେଵ ସାଂସ୍କୃତିକ ପରିଷଦ ଅଧ୍ୟକ୍ଷ ଡକ୍ଟର ଦୀନବନ୍ଧୁ ମହାରଣା, ସତ୍ୟମ୍ ସୁନ୍ଦରମ୍ ପତ୍ରିକା ପ୍ରକାଶନ ର ପରିଚାଳନା ଉପଦେଷ୍ଟା ଶ୍ରୀ ରବିନ୍ଦ୍ର ରାଉତରାୟ,, 

ବିଶିଷ୍ଟ ଶିକ୍ଷାବିତ୍ ତଥା ବିଜୁ ପଟ୍ଟନାୟକ କଲେଜ ଭୁବନେଶ୍ୱର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର କାର୍ତ୍ତିକ ଚନ୍ଦ୍ର ପୃଷ୍ଟି,ଉପଦେଷ୍ଠା ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆ, ,ବିଶିଷ୍ଟ ସମାଜସେବୀକା ଶ୍ରୀମତୀ ନମିତା ରାଉତରାୟ ସମାଜସେବୀକା ଶ୍ରୀମତୀ ସୁମିତ୍ରା ପୃଷ୍ଟି, ସତ୍ୟମ୍ ସିବମ ସୁନ୍ଦରମ୍ ସେବାସମିତି ର ବରିଷ୍ଠ ସଂଗଠିକା ଇଂଜିନିୟର ଶୁଭ୍ରା ପ୍ରିୟଦର୍ଶିନୀ ବସ୍ତିଆ,ପତ୍ରିକା ପ୍ରକାଶନ ର ଉପଦେଷ୍ଟା ବିଶିଷ୍ଟ ବୈଦ୍ୟରାଜ ଶ୍ରୀ ଶରତ ଚନ୍ଦ୍ର ପଟ୍ଟନାୟକ,ତଥା ପତ୍ରିକା ପ୍ରକାଶନ ର ଯୁଗ୍ମ ସମ୍ପାଦକ ଶ୍ରୀ ଜୟକୃଷ୍ଣ ମଲିଆ ଓ ଶ୍ରୀ କାଶୀନାଥ ମାହାପାତ୍ର ,ଶ୍ୟାମା ଶଙ୍କର ମଠର ମଠାଧୀଶ ଶ୍ରୀ ଅରୁଣ କୁମାର ଗାଙ୍ଗୁଲୀ ,ଓଁକାର ନାଥ ମିଶନ ବିଶିଷ୍ଟ ସଂଗଠିକା ଇଂଜିନିୟର ସିପ୍ରା ପ୍ରିୟଦର୍ଶନୀ ରାଉତରାୟ , ମାଉଣ୍ଟ ଏଭରେଷ୍ଟ ଶୃଙ୍ଗ ଆରୋହଣକାରୀ ତଥା କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ବରିଷ୍ଠ ସଙ୍ଗଠକ ଶ୍ରୀ ଗଣେଷ ଜେନା, 

ବରିଷ୍ଠ ଭୂବିଜ୍ଞାନ ତଥା ପତ୍ରିକା ସତ୍ୟମ୍ ସୁନ୍ଦରମ୍ ପ୍ରକାଶନ ଉପଦେଷ୍ଠା ଶ୍ରୀ ଶିଶିର ଚନ୍ଦ୍ର ପଣ୍ଡା, ବିଶିଷ୍ଟ ଅଭିନେତା ଡଃ ଚିନ୍ତାମଣି ବିଶ୍ୱାଳ, ବିଧାନ ସଭା ରିସର୍ଚ୍ଚ ଅଫିସର ସାହିତ୍ୟିକ ଶ୍ରୀ ଅମୁଲ୍ୟ କୁମାର ସ୍ୱାଇଁ ବିଧାନ ସଭାର ଦକ୍ଷ ରିସର୍ଚ୍ଚ ଅଫିସର ଡକ୍ଟର ରଣଧୀର ରାୟ,ସମାଜସେବୀ ଶ୍ରୀ ରବି ଦାସ , ଆଶୁକବି ଡମ୍ବରୁଧର ପରିଡ଼ା, କବୟିତ୍ରୀ ଲବଙ୍ଗ ଲତା ରାଉତ, ଇଂଜିନିୟର ନିର୍ମଳ ବେହେରା, ଇଂଜିନିୟର କ୍ଷୀରୋଦ ସାହୁ, ଇଂଜିନିୟର ପ୍ରଦୀପ କୁମାର ଷଢ଼ଙ୍ଗୀ,ପ୍ରମୁଖ ଯଶସ୍ୱୀ ପୁରୁଷ ଶ୍ରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ଙ୍କୁ ଅଭିନନ୍ଦନ ଜଣାଇଛନ୍ତି |