ଆଜିର ଦିନ ଚର୍ଚ୍ଚା
ଆଜି ନଭେମ୍ବର ମାସ ୧୦ ତାରିଖ ୨୦୨୬ ମସିହା (ମଙ୍ଗଳବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*କାର୍ତ୍ତିକମାସ- ଶୁକ୍ଳପକ୍ଷ*
*ତିଥି- ପ୍ରତିପଦ ଦିବା ଘ୦୧/୪୩ ଗତେ ଦ୍ୱିତୀୟା*
*ନକ୍ଷତ୍ର- ବିଶାଖା ଦିବା ଘ୦୯/୪୮ ଗତେ ଅନୁରାଧା*
*ଚନ୍ଦ୍ର- ବିଛା*
*ଯୋଗ- ଶୋଭନ*
*କରଣ - ବବ*
*ସୌରମାସ- ତୁଳା ୨୫ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୫୬/୫୬
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୦୬
*ଯୋଗିନୀ ପୂର୍ବେ ଦିବା ଘ୦୧/୪୩ ଗତେ ଉତ୍ତରେ*
*ମକର ରାଶିର ଘାତବାର*
*ପ୍ରତିପଦ ର ଏକୋଦିଷ୍ଟ ଶ୍ରାଦ୍ଧ*
କାଳବେଳା -ଦିବା ଘ୧୨/୫୨ ଗତେ ଘ୦୨/୧୭ ମଧ୍ୟେ
ବାରବେଳା- ଦିବା ଘ୦୭/୨୦ ଗତେ ଘ୦୮/୪୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୪ ମଧ୍ୟେ ଓ ଘ୦୮/୪୬ଗତେ ଘ୧୧/୩୯ ମଧ୍ୟେ ଓ ଘ୦୭/୩୧ ଗତେ ଘ୦୮/୨୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଆଜି ପାଣିକଖାରୁ ଦିବା ଘ୦୧/୪୩ ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ